Browsing Tag

bargarh news

ସର୍ବୋତ୍ତମ ପୁରସ୍କାର ଗ୍ରହଣ କଲେ ବରଗଡ଼ ଜିଲ୍ଲାପାଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନୂଆଦିଲ୍ଲୀରୁ ପ୍ରକାଶିତ 'ଇଣ୍ଡିଆ ଟୁଡେ' ପକ୍ଷରୁ ଆଜି ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ବରଗଡ଼ ଜିଲ୍ଲାକୁ କୃଷି କ୍ଷେତ୍ରରେ ସର୍ବୋତ୍ତମ ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା ।
Read More...

ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ବରଗଡ଼ ଜିଲ୍ଲାର ନୂତନ ଏସ୍‌ପି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇପିଏସ୍ ଅଫିସର ସ୍ତରରେ ଆଜି ଅଦଳ ବଦଳ କରିଛନ୍ତି । ଏହି କ୍ରମରେ ବରଗଡ଼ ଜିଲ୍ଲାକୁ ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କୁ ବଦଳି ହୋଇଛି । ବର୍ତ୍ତମାନ ସେ ନବରଙ୍ଗପୁର ଜିଲ୍ଲାର ଏସ୍‌ପି ଭାବେ କାର୍ୟ୍ୟ କରୁଛନ୍ତି ।
Read More...

ପୋଖରୀରେ ଭାଷୁଛି ନବଜାତ ଶିଶୁ କନ୍ୟାର ମୃତଦେହ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟ ପୋଖରୀରେ ନବଜାତ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟରେ ଥିବା ଟୁକୁର୍ଲ୍ଲା ଗ୍ରାମର ପୋଖରୀରେ ଆଜି ଭାସମାନ ଅବସ୍ଥାରେ ଏକ ନବଜାତ ଶିଶୁ
Read More...

ମରିଗଲା ମାନବିକତା : ହିଟ୍‌ଲର୍‌ ଠୁଁ ବଳିଗଲେ ବରଗଡ଼ ଡିଏଫ୍‌ଓ ବୋଲି ସାଧାରଣରେ ଚର୍ଚ୍ଚା

ବରଗଡ, (ନିରୋଜ କୁମାର ପାଣୀ) : ଫରେଷ୍ଟରଙ୍କୁ ନିଜ ଭଉଣୀର ଶେଷ ସମୟରେ ଦେଖିବାକୁ ସୁଯୋଗ ଦେଲେ ନାହିଁ ବରଗଡ଼ ଡିଏଫ୍‌ଓ ବୋଲି ଅଭିଯୋଗ ହୋଇଛି । ଜଣେ ଭାଇ ଆଇସିୟୁରେ ଭର୍ତ୍ତି ହୋଇ ଜୀବନର ଶେଷ ଲଢେ଼ଇ ଲଢ଼ୁଥିବା ଭଉଣୀକୁ ଜୀବିତ ଅବସ୍ଥାରେ ଦେଖିବା ସ୍ୱପ୍ନ ପାଲଟିଗଲା । ଚାକିରିରେ ବନ୍ଧା ଜୀବନ
Read More...

ପୁସ୍ତକ ଲୋକାର୍ପଣ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଘେଁସ ନିକଟସ୍ଥ କରଙ୍ଗାପାଲି ଗ୍ରାମ ସ୍କୁଲରେ ଆୟୋଜିତ ଏକ ଉତ୍ସବରେ 'ପୂର୍ଣ୍ଣଚନ୍ଦ୍ର ଜ୍ୟୋତିଷ' ପୁସ୍ତକ ଲୋକାର୍ପିତ ହୋଇଯାଇଛି । ହୃଷିକେଶ ସାହୁଙ୍କ ଦ୍ଵାରା ଲିଖିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ଅତିଥିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ,
Read More...

ଯୌତୁକ ଜନିତ ହତ୍ୟା ଅଭିଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନବ ବିବାହିତା ମହିଳାଙ୍କୁ ଅଧିକ ଯୌତୁକ ଦାବୀରେ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ଝିଅର ବାପା ବରଗଡ଼ ଟାଉନ ଥାନାରେ ଗତକାଲି ଅଭିଯୋଗ କରିଛନ୍ତି । ବରଗଡ଼ ଟାଉନ ଓ୍ବାର୍ଡ ନମ୍ବର ୪ ତଲିପଡା ଖର୍ରାପଡାର ଅନ୍ତର୍ଯ୍ୟାମୀ ସାହୁଙ୍କ ଝିଅ ନନ୍ଦିନୀ
Read More...

କିଷାନ୍ ଭାଗିଦାରୀ, ପ୍ରାଥମିକତା ହାମାରୀ ଅଭିଯାନ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ କିଷାନ୍ ଭାଗିଦାରୀ, ପ୍ରାଥମିକତା ହାମାରୀ ଅଭିଯାନ୍‌ରେ ବରଗଡର କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଆୟୋଜିତ ହୋଇଥିଲା । ବରଗଡର ବିଭିନ୍ନ ବ୍ଲକର କୃଷକ କୃଷି ଏବଂ ଉଦ୍ୟାନ କୃଷି ବିଭାଗର ମାନ୍ୟଗଣ୍ୟ ବ୍ୟକ୍ତି ଏହି
Read More...

ଘମ୍ଭାରିପାଲିରେ କୃଷି ପ୍ରଦର୍ଶନୀ ଓ କୃଷକ ମେଳା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅନ୍ତର୍ଗତ ଗମ୍ଭାରୀପାଲି ଗ୍ରାମରେ ଜିଲ୍ଲାସ୍ତରୀୟ କୃଷକ ମେଳା କୃଷି ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ।
Read More...

ଜିଲ୍ଲା କ୍ରୀଡା ସଂସଦର ଆଜୀବନ ସଦସ୍ୟ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ବିୟୋଗରେ ଶୋକସଭା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସଂସଦର ଆଜୀବନ ସଦସ୍ୟ ତଥା ରାଜନେତା ସ୍ୱର୍ଗତ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି
Read More...

ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୪ତମ ଜନ୍ମ ଜୟନ୍ତୀ ପାଳିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ହେ ବରପୁତ୍ର ଓଡ଼ିଶା ମାଟିର ତୁମକୁ କୋଟି ପ୍ରଣାମ……. ଗୀତର ମୂର୍ଚ୍ଛନାରେ ଉଦ୍ଭାସିତ ହୋଇ ଉଠିଥିଲା ଆଜି ଜିଲ୍ଲା ଓକିଲ ସଂଘର ପ୍ରେକ୍ଷାଳୟ । ପବିତ୍ର ଆଇନଜୀବୀ ଦିବସ ତଥା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜନ୍ମ ଜୟନ୍ତୀ ସମାରୋହରେ ବରଗଡ
Read More...