Browsing Tag

bargarh news

ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ସମୟରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକୁ ହୃଦୟଙ୍ଗମ କରି କିଛି ବ୍ୟକ୍ତିବିଶେଷ ନିଜର ବ୍ୟକ୍ତିଗତ ସମସ୍ୟା ତଥା ନିଜ ପରିବାରର ସମସ୍ୟାକୁ ପଛରେ ପକାଇ ଅନବରତ ଭାବେ ଲୋକଙ୍କ ସେବା
Read More...

ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ମାନବିକତା : କ୍ୟାନ୍ସର ପୀଡ଼ିତା ରତ୍ନାବତୀଙ୍କ ଘରକୁ ଯାଇ ପ୍ରଦାନ କଲେ ଲକ୍ଷାଧିକ…

ବରଗଡ଼, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ରତ୍ନାବତୀ ପ୍ରଧାନଙ୍କ ଚିକିତ୍ସା ନିମନ୍ତେ ପ୍ରଥମ ମାସର ଔଷଧ ପ୍ରଦାନ କରିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଏନେଇ ବିଧାୟିକା ଶ୍ରୀମତୀ ଛୁରିଆ ନିଜେ ତାଙ୍କ ଘରକୁ ଯାଇଥିଲେ
Read More...

ବରଗଡ ଜିଲ୍ଲା ଓଡିଶା ଅବିଭାବକ ମହାସଙ୍ଘ ତରଫରୁ ସାଧାରଣ ବୈଠକ

ବରଗଡ଼, (ଗୋପୀନାଥ ସାହୁ) : ଆଜି ପୂର୍ବାହ୍ନରେ ଓଡିଶା ଅଭିଭାବକ ମହାସଙ୍ଘ ବରଗଡ ଜିଲ୍ଲା ତରଫରୁ ଏକ ସାଧାରଣ ବୈଠକ ଆଇନଜୀବୀ ବିମଳ ଦାସଙ୍କ ଅଧ୍ୟକ୍ଷତାରେ ବରଗଡ ଜିଲ୍ଲା ନ୍ୟାୟପାଳିକା ସମ୍ମୁଖରେ ବସିଥିଲା । ଏହି ବୈଠକରେ ଜିଲ୍ଲାର ଅଭିଭାବକ ମହାସଙ୍ଘ କିପରି ଆଗାମୀ ଦିନରେ ସମସ୍ତ ଅଭିଭାବକଙ୍କ
Read More...

ପୁଣି ଏଫ୍‌ଆଇଆର୍‌ ଦେଲା ଟେକ୍ସି ଚାଳକ ସଂଘ : ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଯୋଗୁଁ ସମୟରେ ବରଗଡ଼ ସହରରେ ରହୁଥିବା ଜଣେ କଳାକାରଙ୍କ ଗାଡ଼ି ଚୋରି ହେବା ଯେତିକି ଦୁଃଖର ବିଷୟ ତାଠାରୁ ଅଧିକ ସେହି ଚୋରୀ ଗାଡ଼ିର ଅବସ୍ଥାନ ବିଷୟରେ ସୂଚନା ଦେବା ପାଇଁ ଜଣେ ମୋଟା ଅଙ୍କଲ ଅର୍ଥ ଦାବୀ କରିବା ପରିତାପର ବିଷୟ। ଏହାକୁ ନେଇ
Read More...

ରାତିରେ ଚୋରୀ ହୋଇଥିବା ଗାଡି ସନ୍ଧ୍ୟାରେ ଉଦ୍ଧାର : ପୋଲିସ ପକ୍ଷରୁ ତନାଘନା ତଦନ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ରାତିରେ ଚୋରୀ ହୋଇଥିବା ଗାଡି, ସନ୍ଧ୍ୟାରେ ଉଦ୍ଧାର । ଗାଡି ଚୋରୀରେ ଜଣେ ସୋସିଆଲ ମିଡିଆ ପ୍ରତିନିଧିଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ବରଗଡ଼ ପୋୖରାଞ୍ଚଳର ଶିବାନନ୍ଦନଗର
Read More...

ବରଗଡ଼ ଡାକ୍ତରଖାନା ୭୨ ଘଂଟା ପାଇଁ ସଟ୍‌ ଡାଉନ୍‌

ବରଗଡ଼, (ଗୋପୀନାଥ ସାହୁ) : କୋଭିଡ଼୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଡିଡିଏଚ୍‌ର ଓଏଣ୍ଡ୍‌ଜି. ବିଭାଗ ଅଧୀନସ୍ଥ ବରଗଡ଼ ଡାକ୍ତରଖାନାକୁ ୭୨ ଘଂଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି । ଏ ସଂପର୍କରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ. ଅରୁଣ କୁମାର ପାତ୍ର ସୂଚନା ଦେଇଛନ୍ତି ।
Read More...

ଗାନ୍ଧୀଛକରେ ଉତ୍ତେଜନା ସହ ରାସ୍ତାରୋକ

ବରଗଡ଼, (ଗୋପୀନାଥ ସାହୁ) : ପୂର୍ବ ଦିନ ରାତି ପ୍ରାୟ ୧୧ଟାରେ ମୃତ୍ୟୁବରଣ କରିଥିବା କରୋନା ପୀଡିତଙ୍କ ଶବ ବ୍ୟବଚ୍ଛେଦରେ ବିଳମ୍ବ ହେତୁ ବେଳେ ପ୍ରଶାସନିକ ଅବହେଳାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଶବଦାହ ହୋଇପାରିବ ନାହିଁ । ଏହାର ପ୍ରତିବାଦରେ ନିପନ ଦାଶଙ୍କ ନେତୃତ୍ୱରେ ବରଗଡର ଜାଗ୍ରତ
Read More...

ଗଡ଼ିଲା ସଚେତନତା ରଥ

ବରଗଡ଼, (କେପିଏନ୍‌ଏସ୍‌) : ମହାମାରୀ କରୋନା ଭୟରେ ଲୋକେ ଆତଙ୍କିତ ଥିବାବେଳେ ପ୍ରବାସୀ ଶ୍ରମିକମାନେ ଜୀବିକା ହରାଇ ଭିଟାମାଟିକୁ ଫେରି ଆସିଛନ୍ତି । ସମସ୍ତେ ପରିବାର ପ୍ରତିପୋଷଣ ପାଇଁ ଏବେ ଚିନ୍ତାରେ ଦିନ କାଟୁଥିବା ବେଳେ ଏଭଳି ପରିସ୍ଥିତିରେ କରେନା ମହାମାରୀ ସହ ବଂଚିବା ପାଇଁ ସଚେତନ ହୋଇ
Read More...

କୋଶଲ୍ ରାଏଜେ କୋଶଲୀ ଭାଷା ଥି ଶିକ୍ଷାଦାନ ଦାବୀରେ ନୀରବ ସତ୍ୟାଗ୍ରହ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଗାଇସିଲାଟ ବ୍ଲକ ବୁରୋମୁଣ୍ଡା ଠାରେ ପଶ୍ଚିମ ଓଡିଶାରେ କୋସଲି ଭାଷାରେ ଶିକ୍ଷାଦାନ ପ୍ରଚଳନ କରିବା ଦାବୀରେ କୋସଲି କ୍ରିୟାନୁଷ୍ଠାନ କମିଟୀ ତରଫରୁ ନୀରବ ସତ୍ୟାଗ୍ରହ ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ସତ୍ୟାଗ୍ରହୀ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ସାକେତ
Read More...

କୋସଲି ମାଧ୍ୟମରେ ପାଠ ଦାବୀରେ ୮ରୁ ନୀରବ ସତ୍ୟାଗ୍ରହ

ବରଗଡ଼, (କେପିଏନ୍‌ଏସ୍‌) : ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରକୁ ତାର ମାତୃଭାଷାରେ ଶିକ୍ଷା ଦେବା ପାଇଁ ଆଇନ ବନିଛି । ବର୍ତମାନ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ଓଡିଆ ମାଧ୍ୟମ ଶିକ୍ଷା ଚାଲିଛି । ଏହି ନୁଆ ଶିକ୍ଷା ନୀତ ଅନୁସାରେ କିନ୍ତୁ ପଶ୍ଚିମ ଓଡିଶାର ଛାତ୍ରଂକୁ ତାଂକ ମାତୃଭାଷା
Read More...