Browsing Tag

bargarh news

ଅରୁଣାଚଳ ପ୍ରଦେଶରେ ଅବସ୍ଥାପିତ ଓଡ଼ିଆ ଅଧ୍ୟାପକ ଆବିଷ୍କାର କଲେ ତିନି ପ୍ରଜାତିର ନୂତନ ମାଛ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶର ଇଟାନଗରର ଡେରା ନାଟୁଙ୍ଗ ସରକାରୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ତିନୋଟି ନୂତନ ପ୍ରଜାତିର ମାଛ ଆବିଷ୍କାର କରିଛି ।ସେମାନଙ୍କୁ Aborichthys uniobarensis, Aborichthys barapensis
Read More...

ବରଗଡ଼ ପୁରୁଣା ହସ୍ପିଟାଲର ୩୩/୦.୪ କେଭି ଗ୍ରୀଡ଼ ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ ସ୍ଥାପନ କରିଥିଲେ । କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏସ୍ .ଇ ଏଲେକ୍ଟ୍ରିକାଲ
Read More...

ବିଜେପୁର ବ୍ଲକରେ ମେଗା ସମନ୍ୱୟ ମେଳା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ପ୍ରାଙ୍ଗଣରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ପକ୍ଷରୁ ଋଣ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୀବିକା ମିଶନ ସଂଯୋଜକ ଶଙ୍କର ଚଳାନ ଯୋଗଦେଇଥିବା ବେଳେ ସମ୍ମାନିତ
Read More...

ବରଗଡ଼ ମହିଳା କଲେଜଠାରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ମହିଳା କଲେଜଠାରେ ଭାରତୀୟ ରେଡକ୍ରସ ସୋସାଇଟି, ଯୁବ ରେଡକ୍ରସ ଦ୍ୱରା ସଂକୁଳ ସ୍ତରୀୟ ସ୍ୱେଚ୍ଛାସେବୀମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ
Read More...

ଯାମୁଟପାଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନେହେରୁ ଯୁବ କେନ୍ଦ୍ର ବରଗଡ଼ର ସ୍ୱେଚ୍ଛାସେବୀ ରତିକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଯାମୁଟପାଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ପାଳନ କରାଯାଇଛି । ଯାମୁଟପାଲି ଗ୍ରାମର ହେଲ୍ପିଂ ହେଣ୍ଡ୍ ୟୁଥ୍ କ୍ଲବର ଯୁବକମାନେ ମିଶି ଯାମୁଟପାଲି ଗ୍ରାମର ସିଂହରା କଟାକୁ
Read More...

ଜଗବନ୍ଧୁ ଦାସ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଗତ ତିନିଦିନ ଧରି ଆୟୋଜିତ ହୋଇଥିବା ଉକ୍ତ ଶିବିରର ଉଦ୍‌ଯାପନୀ ଦିବସରେ ଇପ୍ସ କୈଳାଶ ଚନ୍ଦ୍ର ବଳ ଯୋଗ ଦେଇ
Read More...

ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୭ତମ ପ୍ରତିଷ୍ଠା ଦିବସ ନିରଡାମ୍ବର ଭାବରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ସାହୁ ବିଦ୍ୟାଳୟ ପ୍ରବେଶ ଦ୍ୱାର ସମ୍ମୁଖରେ ଦୀପ
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଇଁ ସଚେତନତା ରେଲି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଚଳିତ ମାସ ୨୭ ତାରିଖରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଦ୍ୱିତୀୟ ଦିନ ବିଭାଗ ପକ୍ଷରୁ ଏକ ସଚେତନତା ରେଲିର ଆୟୋଜନ କରାଯାଇଥିଲା । ସରକାରୀ କର୍ମଚାରୀ ଦୁର୍ନୀତି ମୁକ୍ତ ହେଲେ ସମାଜ ତଥା ଦେଶର
Read More...

ସୋହେଲା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ଚାଷୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା, ଚାଷୀଙ୍କ ସମ୍ପୁର୍ଣ୍ଣ ଋଣ ଛାଡ, ଚାଷ ପାଇଁ ଦିଆଯାଉଥିବା ବିଜୁଳି ବିଲ୍ ଛାଡ଼, କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ୩ କୃଷି ବିଲ୍ ପ୍ରତ୍ୟାହାର ଆଦି ୮ ଦଫା ଦାବୀରେ ଆଜି ଜୟ କିଷାନ ଆନ୍ଦୋଳନ, ସୋହେଲା ବ୍ଲକ
Read More...

ପଶ୍ଚିମ ଓଡ଼ିଶାରେ ପୋଲିସ ତଦନ୍ତରେ ଶିତଳତା ପ୍ରତିବାଦରେ ଆମରଣ ଅନଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୋଲିସର ତଦନ୍ତ କାର୍ଯ୍ୟରେ ଶିତଳତାର ପ୍ରତିବାଦରେ ଆଜି ବରଗଡ଼ ଗାନ୍ଧୀଛକଠାରେ କୋଶଲ ସେନା ପକ୍ଷରୁ ଆମରଣ ଅନଶନ ଆରମ୍ଭ କରାଯାଇଛି । ସେନା କର୍ମୀମାନେ
Read More...