Browsing Tag

bargarh news

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୪୧ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାରୁ ବରଗଡ଼ ସୟାଁ, ଗୁଡେଶିରାଠାରେ ଥିବା ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡ ଓ ନିଷ୍ଠା ପରିବାରର ମଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଲଷ୍ମୀ ସେଲ୍ସ
Read More...

ଆସନ୍ତାକାଲି ଅନୁଷ୍ଠିତ ହେବ କ୍ୟାନ୍ସର ସଚେତନତା ରାଲି

ବରଗଡ, (ନିରୋଜ କୁମାର ପାଣୀ) : କ୍ୟାନ୍ସର ରୋଗର ଚିହ୍ନଟ ଓ ଚିକତ୍ସା ଯେତେ ଆବଶ୍ୟକ ଅଟେ ତା'ଠୁ ଢେର ଅଧିକ ଆବଶ୍ୟକ ଅଟେ ଲୋକଙ୍କୁ କ୍ୟାନ୍ସର ବିଷୟରେ ସଚେତନ କରିବା କାରଣ ଆମେ ପ୍ରତ୍ୟେକ ଦିନ ଏମିତି କିଛି ଦ୍ରବ୍ୟ ବ୍ୟବହାର କରୁଛୁ ଯାହା କ୍ୟାନ୍ସରର ମୁଖ୍ୟ କାରଣ ହୋଇପାରେ ତେବେ ଆସନ୍ତାକାଲି
Read More...

ହୃଦଘାତରେ ଯୁବ ଚାଷୀଙ୍କ ମୃତ୍ୟୁ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମର ଯୁବ ଚାଷୀ ରାଧାକାନ୍ତ ଭୋଇଙ୍କ ୫୧ ବର୍ଷ ବୟସରେ ହୃଦଘାତ ରୋଗରେ ମୃତ୍ୟୁବରଣ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ନିଜ କ୍ଷେତକୁ ଭେଣ୍ତି ତୋଳିବା ପାଇଁ ଯାଇଥିଲେ ହାଠତ୍‌ ଅସୁସ୍ଥ ହେବାରୁ ଘରକୁ ଫେରି ଗ୍ରାମର ଘରୋଇ
Read More...

ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ୱର୍ଗତା ଶୈଳବାଳା ଧରଙ୍କ ସ୍ମୃତିରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୪୪…

ବରଗଡ, (ନିରୋଜ କୁମାର ପାଣୀ) : ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିବା ସ୍ୱର୍ଗତା ଶୈଳବାଳା ଧରଙ୍କ ସ୍ମୃତିରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ତାଙ୍କ ଗ୍ରାମ ଭାଙ୍ଗକୁଦ, ଭେଡେନ, ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସ୍ୱର୍ଗତା ଧରଙ୍କ ସ୍ଵାମୀ ଭୁବନେଶ୍ୱର ଧର ଫିତା କାଟି
Read More...

ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକଙ୍କ ବିଶାଳ ରାଲି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : କନିଷ୍ଠ ଶିକ୍ଷକ ସଂଘର ବିଶାଳ ରାଲି । ପିଏବି ହାରରେ ପରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି ଅନ୍ତର୍ଭୁକ୍ତ କରିବା ଦାବୀ ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ବରଗଡ଼ ସହରର ନିଶାମଣି ପଡ଼ିଆରୁ ଆଜି ଏକ ବିଶାଳ
Read More...

ଅସହାୟ ମହିଳାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଜଣେ ଅସହାୟ ମହିଳା ବୟସ ୩୫ବର୍ଷ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ସୂଚନା ଅନୁସାରେ ମହିଳା ଜଣକଙ୍କ ଜୀବିତ ଅବସ୍ଥାର କିଛି ଭୁଲ ପାଇଁ ତାଙ୍କ ସ୍ଵାମୀ ତାଙ୍କର ଶବ ସତ୍କାର ପାଇଁ ରୋକ୍ ଠୋକ୍ ମନା କରିଦେଇ ଥିଲେ ।
Read More...

ଇମ୍ପେରିଆଲ କଲେଜର ସଫଳତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ଇମ୍ପେରିଆଲ କଲେଜର ଛାତ୍ରୀ ଶଶି ଅଗ୍ରୱାଲ ୮.୮୮ ଏସଜିପିଏ ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହା ସହ ତୃତୀୟ ସ୍ଥାନରେ ଇଶା
Read More...

ବିକାଶ ବରଗଡ଼ର ନିଟ୍ ଏଚିଭରଙ୍କୁ ସମର୍ଦ୍ଧନା ଏବଂ ମିଟ୍ ଦ ପ୍ରେସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବରାହଗୋଡା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ସମୁହର ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ସମର୍ଦ୍ଧନା ସଭା ଅନୁଷ୍ଠାନର ସମ୍ମିଳନୀ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ବିକାଶ ଆବାସିକ ବିଦ୍ୟାଳୟର ଅଧକ୍ଷ ଶିଶିର
Read More...

ପାଣିପମ୍ପ ଚାଳକଙ୍କ ଅନଶନ ଯୋଗୁଁ ପିଇବା ପାଣି ପାଇଁ ଯୋଖିପାଲି ଗ୍ରାମବାସୀ ହନ୍ତସନ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ପିଇବା ପାଣିପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ୧୦ ଦିନରୁ ଅଧିକ ହେଲା ପଞ୍ଚାୟତ ସ୍ତରରେ ନିଯୁକ୍ତ ହୋଇଥିବା ପମ୍ପ ଚାଳକ ମାନେ ଆନ୍ଦୋଳନ କରୁଥିବାରୁ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠପ
Read More...

ବରଗଡ ଜିଲ୍ଳାରେ ଆହେତୁକ ନିଶା କାରବାର ଉପରେ ଅଙ୍କୁଶ ଓ ସାଧାରଣ ଜନତାଙ୍କ ସୁରକ୍ଷା ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ବେଳେ ବରଗଡ଼ ସହର ଓ ଅନ୍ୟ ବ୍ଲକରେ ନିଶା କାରବାର ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି । ଯୁବକମାନେ ମୁଖ୍ୟତଃ ଏହି ନିଶା ସେବନରେ ଗ୍ରାସ ହୋଇ ନିଜ ଜୀବନକୁ ଖରାପ କରିବା ସହ
Read More...