Browsing Tag

bargarh news

ପୋଲିସର ଅପାରଗତା ଯୋଗୁଁ ଅତାବିରାରେ ବନ୍ଦ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ସ୍ଥିତ ମା' ଦୁର୍ଗାଙ୍କ ମନ୍ଦିରରୁ ଚୋରି ଘଟଣାର ପୋଲିସ ଏ ପର୍ଯ୍ୟନ୍ତ କୌଣସି ଖବର ନପାଇବା, ପ୍ରତିବାଦରେ ଅତାବିରାବାସୀ ସହରରେ ବନ୍ଦ ପାଳନ କରିଥିଲେ । ସୂଚନାଯୋଗ୍ୟ ଅନୁସାରେ ଗତ ସେପ୍ଟେମ୍ବର ୨ ତାରିଖ ରାତିରେ ଅତାବିରାର ମା' ଦୁର୍ଗାଙ୍କ
Read More...

ମୁକ୍ତ ଯୋଜନା ସଂପର୍କରେ ୫ଟି ସଚିବଙ୍କ ସହ ଆଲୋଚନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୫ଟି ଅନ୍ତର୍ଗତ ମୁକ୍ତ ଯୋଜନା ଜରିଆରେ ବରଗଡ଼ ପୌରାଞ୍ଚଳର ଉନ୍ନତି କାରଣ ସକାଶେ ଆଜି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଭିଡ଼ିଓ କନ୍ସଫରେସିଙ୍ଗ ମଧ୍ୟରେ ଆଲୋଚନା ହୋଇଥିଲା। ବରଗଡ଼ ଜିଲ୍ଲାପାଳଙ୍କ ଭିସି
Read More...

ବରଗଡ଼ରେ କ୍ୟାନ୍ସର ସେଣ୍ଟରର କାର୍ଯ୍ୟ ଆରମ୍ଭ ପାଇଁ ପଥ ଫିଟିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ଦିନ ଧରି ଆନ୍ଦୋଳନ, ବାଦ ବିବାଦ ପରେ ଆଜି ବରଗଡ଼ ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହେବାକୁ ଥିବା କ୍ୟାନ୍ସର କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ପୂର୍ତ୍ତ ବିଭାଗ
Read More...

ଗରୀବ ଉପରେ ମହଙ୍ଗା ମାଡ ଉଭୟ ବିଜେଡି ଓ ବିଜେପିକୁ ମହଙ୍ଗା ପଡିବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆମ୍ ଆଦମୀ ପାର୍ଟି ବରଗଡ଼ ତରଫରୁ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦର ଦାମ୍‌ ଓ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ସ୍ମାରକ ପତ୍ର ପ୍ରଦାନ କରାଗଲା । ପେଟ୍ରୋଲ, ଡିଜେଲ, ଗ୍ୟାସ, ବିଦ୍ୟୁତ, ପନିପାରିବା, ଖାଇବା ତେଲର ଦାମ ଅହେତୁକ ଭାବେ ବୃଦ୍ଧି
Read More...

ଭଙ୍ଗା ଦଦରା ଘରେ ମୁର୍ମୁଷୁ ଅବସ୍ଥାରେ ପଡି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭଙ୍ଗା ଦଦରା ଘରେ ଏକାକୀ ପଡିରହି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ୬୫ ବର୍ଷୀୟ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର । ପକ୍ଷାଘାତର ଶିକାର ହୋଇ ବିକଳାଙ୍ଗ ଅବସ୍ଥାରେ ପଡି ରହିଥିବା ଅସହାୟ ବୃଦ୍ଧ ଜଣକ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ
Read More...

ବରଗଡ଼ ଜିଲ୍ଲା ବୁଣାକାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବୁଣାକାର ସଂଘ ପକ୍ଷରୁ ରାଜ୍ୟରେ ସୂତା ଓ ରଙ୍ଗର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୫ଦଫା ଦାବୀରେ ସଂଘ ସଭ୍ୟସଭ୍ୟାମାନେ ଏକ ଶୋଭାଯାତ୍ରାରେ ବାହାରି
Read More...

ସ୍କାଉଟ ଓ ଗାଇଡ ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡର ପ୍ରତିଷ୍ଠା ଦିବସ ନଭେମ୍ବର ୭ ତାରିଖରେ ପାଳିତ ହୋଇଥାଏ । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ଏହି ଦିବସର ମହତ ଉଦ୍ଦେଶ୍ୟକୁ ବ୍ୟାପକ କରିବା ପାଇଁ ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥିଲା । ଜାତୀୟ ବରିଷ୍ଠ ଉପସଭାପତି ତଥା
Read More...

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଅଷ୍ଟମ ସ୍ୱନକ୍ଷତ୍ର ମହୋତ୍ସବ ଓ ନୂଆଁଖାଇ ଭେଟଘାଟ୍ ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଅଷ୍ଟମ ସ୍ୱନକ୍ଷତ୍ର ମହୋତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ବରଗଡ ସହରର ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉପସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଜାତୀୟ କର୍କଟ ସଚେତନତା ଦିବସ ପାଳନ କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ନଭେମ୍ବର ୭ ତାରିଖ ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର । କ୍ୟାନ୍ସର ରୋଗୀଙ୍କ ସଂଖ୍ୟାରେ ଭଟିଣ୍ଡା
Read More...

ଜିଲ୍ଲାର ବନ୍ଦ ପଡିଥିବା ୨୭୩ଟି ସରକାରୀ ସ୍କୁଲ ଶୀଘ୍ର ନ ଖୋଲିଲେ ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ : ଆମ୍ ଆଦମୀ…

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାର ବନ୍ଦ ପଡିଥିବା ୨୭୩ଟି ସରକାରୀ ସ୍କୁଲକୁ ତୁରନ୍ତ ଖୋଲିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିବା ସହ ସରକାର ସ୍କୁଲ ନଖୋଲିଲେ ଆଗାମୀ ପଂଚାୟତ ନିର୍ବାଚନରେ ଏହାର କୁପ୍ରଭାବ ପଡିବ ବୋଲି ଚେତାବନୀ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର
Read More...