୨ ବର୍ଷ କରୋନା ପରେ ଐତିହ୍ୟ ସମ୍ପହ୍ନ ରାଣୀପୁର ଝରିଆଲ ମହାଶିବରାତ୍ରୀ ପାଇଁ ଶ୍ରଦ୍ଧାଳୁଙ୍କ ହେବ ଭିଡ଼
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ଐତିହ୍ୟ ସମ୍ପହ୍ନ ବଙ୍ଗୋମୁଣ୍ଡା ବ୍ଲକର ଯୋଗିନୀପୀଠ ରାଣୀପୁର ଝରିଆଲ ସୋମେଶ୍ୱର ଶୈବପୀଠରେ ମହାଶିବରାତ୍ରୀ ପାଳନ ପାଇଁ ମନ୍ଦିର ପୂଜା କମିଟିର ସଭାପତି ମାଣିକଚନ୍ଦ ଜୈନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...