Browsing Tag

bangomunda news

ମୃତକଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବାହାବଲ ଗାଁର ଜଣେ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସହାୟତା ପ୍ରଦାନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର
Read More...

ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ଜିଲ୍ଲାପାଳ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଉପେନ୍ଦ୍ର ମେହେରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ସବୁବେଳେ ଶ୍ରୀ ମେହେର ଶିକ୍ଷାର ପ୍ରଚାର ପ୍ରସାର, ସୁଦୃଢ଼
Read More...

ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଶୌଚାଳୟ ନିର୍ମାଣ ଦାବୀ ନେଇ ଧାରଣା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଗୋପାଳପୁର - ରାୟପୁର ୫୯ ନଂ ଜାତୀୟ ରାଜପଥର ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଏକ ଶୌଚାଳୟ ନିର୍ମାଣ ଦାବୀ ନେଇ ରାସ୍ତା ଉପରେ ଧାରଣା ଦିଆଯାଇଛି । ସ୍ଥାନୀୟ ସାମାଜିକ କର୍ମୀ ଚକ୍ରଧର ଜାନୀଙ୍କ ନେତୃତ୍ଵରେ ସ୍ଥାନୀୟ ଲୋକେ ଆମ୍ବେଦକର ଛକ ଉପରେ ଧାରଣାରେ
Read More...

ବାପାର ମୃତ୍ୟୁ ପରେ ମାଆଙ୍କ ଉପରେ ୪ ଝିଅଙ୍କ ବୋଝ : ଭଗବାନ ହିଁ ସାହା ଭରସା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଜୋନ୍ ଝରିଆଲ ପଞ୍ଚାୟତ ବାହାବଲ ଗ୍ରାମର ନରହରି ବାଗଙ୍କ ପରିବାର ୮ ମାସ ତଳେ ବେଶ ହସଖୁସିରେ ଚଳୁଥିଲା । ପରିବାର କହିଲେ ନିଜ ଧର୍ମପତ୍ନୀ ପୁଷ୍ପାଞ୍ଜଳି(୩୨)ଙ୍କ ସହ ୪ ଝିଅ ସାଏବତୀ(୧୪),
Read More...

ଗରିବସେନା ସଂଗଠନ ପକ୍ଷରୁ ମହୁଲ ଦରଦାମ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସୀମାନ୍ତ ଅଞ୍ଚଳରେ ଅନେକ ଆଦିବାସୀ ଲୋକେ ବସବାସ କରନ୍ତି । ଅନେକ ପରିବାର ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ଜଙ୍ଗଲ ଜାତ ଦ୍ରବ୍ୟକୁ ବିକ୍ରି କରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି
Read More...

ଭାଲୁମୁଣ୍ଡାରେ ସମବାୟ ସମିତି ପକ୍ଷରୁ ଆର୍ଥିକ ସାକ୍ଷରତା ସଚେତନା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗଙ୍ଗାଧର ମେହେର ଧର୍ମଶାଳାରେ ଆଜି ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ତରଫରୁ ଏକ ଆର୍ଥିକ ସାକ୍ଷରତା ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲା
Read More...

ବଡଗମଡା ଗାଁରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ପ୍ରତିଷ୍ଠା ଦିବସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ଅନ୍ତର୍ଗତ ବଡ଼ଗମଡା ଗ୍ରାମରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ତୃତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଆରାଧ୍ୟ ଦେବୀ ମା' ଜାଡେନଙ୍କ ପୀଠଠାରେ
Read More...

ରାଣୀପୁର ଝରିଆଲ ବିକାଶ ପାଇଁ ୪ କୋଟି ଅନୁମୋଦନ କଲେ ରାଜ୍ୟ ସରକାର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସମଗ୍ର ପୃଥିବୀରେ ୬୪ ଯୋଗିନୀ ପୀଠ ଚାରୋଟି ସ୍ଥାନରେ ଥିବା ବେଳେ ଓଡିଶାରେ ଦୁଇଟି ସ୍ଥାନରେ ଅବସ୍ଥିତ । କିନ୍ତୁ ରାଣୀପୁର ଝରିଆଲ ଏ ମଧ୍ୟରେ ଅନ୍ୟତମ । ଷଷ୍ଠରୁ ନବମ ଶତାବ୍ଦୀ ମଧ୍ୟରେ ସୋମବଂଶୀମାନଙ୍କ ଦ୍ୱାରା ନିର୍ମିତ ଏହି ପୀଠ ଶତାବ୍ଦୀ ଶତାବ୍ଦୀ
Read More...

ବଙ୍ଗୋମୁଣ୍ଡା ବ୍ଲକର ଗାଁ ସାଥୀ ତାଲିମ ଶିବିର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହଠାରେ ଆଜି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ଗାଁ ସାଥୀମାନଙ୍କୁ ନେଇ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏପିଓ ଲକ୍ଷ୍ମଣ ବୁଡେକଙ୍କ
Read More...

ରାଣୀପୁର ଝରିଆଲ ୬୪ ଯୋଗିନୀ ପୀଠକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ଐତିହ୍ୟ ସମ୍ପନ୍ନ ରାଣୀପୁର ଝରିଆଲ ୬୪ ଯୋଗିନୀ ପୀଠକୁ ପୁଣି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ରାଜ୍ୟ ରାଜଧାନୀଠାରୁ ୪୫୦ କି.ମି. ଓ ଜିଲ୍ଲା ସଦର ମହକୁମାଠାରୁ ୧୦୫ କି.ମି. ଦୂରରେ
Read More...