ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ଅଭିଯୋଗ
ବାଲେଶ୍ୱର : ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଭଳି ଏକ ଅଭିଯୋଗ ଆସିଛି । ବାଲେଶ୍ୱର ଜିଲାର ବଳରାମଗଡ଼ି ଗଙ୍ଗାମାତା ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିଥିବା ଶନିବାର ଦିନ ଜଣାପଡ଼ିଛି । ପାଖାପାଖି ୨ ଲକ୍ଷ ଟଙ୍କା ଦାନ ବକ୍ସରେ ରହିଥିବା ସୂଚନାରେ!-->…
Read More...
Read More...