ସତ୍ୟବ୍ରତଙ୍କ ସାରା ରାଜ୍ୟ ପଦଯାତ୍ରା : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ଅଂଚଳରୁ ସତ୍ୟବ୍ରତ ଦାସ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ବାହାରିଛନ୍ତି ସାରା ରାଜ୍ୟ ପଦଯାତ୍ରାରେ । ସୂଚନା ଅନୁସାରେ ସେ ଗତ ୨୦୧୯ ଜୁଲାଇ ୧୦ ତାରିଖରୁ ବାହାରିଥିବା ବେଳେ ଗତକାଲି କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ପହଂଚିଛନ୍ତି । ତେବେ ସେଠାରେ ତାଙ୍କୁ ସ୍ୱାଗତ କରାଯାଇଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେ ଏକ ଦାବୀପତ୍ର ମ.ରାମପୁର ବିଡ଼ିଓଙ୍କ ମାଧ୍ୟମରେ ପ୍ରଦାନ କରିଥିବା ସୂଚନାରେ କୁହାଯାଇଛି ।

1 Comment
  1. Koshala Prabaha says

    thanks

Leave A Reply

Your email address will not be published.