om academy

କଳାହାଣ୍ଡିରେ ନୂଆ ଏସ୍‌ପି ଆଇପିଏସ୍‌ ଡା. ଶ୍ରବଣ ବିବେକ ଏମ୍‌

jsm

କଳାହାଣ୍ଡି, (ଭରତ ବିଶି) : ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି କ୍ରମରେ କଳାହାଣ୍ଡିରେ ନୂତନ ଏସ୍‌ପି ଭାବେ ଡା. ଶ୍ରବଣ ବିବେକ ଏମ୍‌ ଯୋଗଦାନ କରିବେ । ପୂର୍ବରୁ ସେ ରାୟଗଡା ଏସ୍‌ପି ଦାୟିତ୍ୱରେ ରହିଥିଲେ । କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କୁ ସମ୍ବଲପୁର ବଦଳି କରାଯାଇଛି । କଳାହାଣ୍ଡିର ଦାୟିତ୍ୱ ନେବା ପରେ ସାଇବର୍‌ କ୍ରାଇମକୁ ଫୋକସ୍‌ କରିବା ସହ ଟ୍ରାଫିକ ବ୍ୟବସ୍ଥା ଓ ଦୁର୍ଘଟଣା ହ୍ରାସ କରିବାକୁ ପଦକ୍ଷେପ ନେବା ସହ ପୂର୍ବ ଏସ୍‌ପିଙ୍କ ମାଓ ଅପରେସନକୁ ତ୍ୱରାନ୍ୱିତ କରିବା ସଂଗେ ସଂଗେ ଆଇନ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.