କୋଭିଡ ପରିଚାଳନା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ରେପିଡ୍‌ ରେସ୍‌ପୋନ୍ସ ଟିମ୍‌ ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସିଏଚ୍‌ସି, ୟୁଏଲ୍‌ବି ଓ ବ୍ଲକ ମାନଙ୍କରେ ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ରେପିଡ୍‌ ରେସ୍‌ପୋନ୍ସ ଟିମ୍‌ ଗଠନ କରାଯାଇଥିବା ନେଇ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସଂପୃକ୍ତ ଅଭିଜ୍ଞ ଡାକ୍ତର ମାନଙ୍କର ଯୋଗାଯୋଗ ମୋବାଇଲ ନମ୍ବର ମଧ୍ୟ ସର୍ବ ସାଧାରଣ ପାଇଁ ଜାରି କରାଯାଇଛି ।

Image
Leave A Reply

Your email address will not be published.