ଲଘୁଚାପ ପ୍ରଭାବରେ ଲାଗି ରହିଛି ରାଜ୍ୟରେ ବର୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ଦେଇଥିବା ସୂଚନା ମୁତାବକ ସାରା ରାଜ୍ୟରେ ବର୍ଷା ଚାଲିଥିବା ବେଳେ ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକ ଫୁଲିବାରେ ଲାଗିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେବେ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷାର ସୂଚନା ଦିଆଯାଇଥିବା ବେଳେ ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.