om academy

ଘୁନସରରେ ପୁଅ ଜିଉଁତିଆ ଓଷା ପାଳିତ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ବିଭିନ୍ନ ସ୍ଥାନରେ ପୁଅ ଜିଉଁତିଆ ଓଷା ପାଳିତ ହୋଇଯାଇଛି । ତେବେ ପୁଅର ଦିର୍ଘାୟୁ କାମନା କରି ନିର୍ଜଳା ଉପବାସ ରହି ଶହେ ଆଠ ଅରୁଆ ଚାଉଳ, ଶହେ ଆଠ ଦୁବ, ବିଭିନ୍ନ ଫଳ ଆଦି ଆଣି ପୂଜାର୍ଚ୍ଚନା କରିଛନ୍ତି ମା’ମାନେ । ତେବେ ଶୁଭ ମନାସୀ ପୂଜାର୍ଚ୍ଚନା କରି ପୁଅଙ୍କୁ ବନ୍ଦେଇବା ଆସନ୍ତା କାଲି ସକାଳେ କରିବେ ମାଆ ମାନେ । ତେବେ କରୋନା ମହାମାରୀ ସମୟ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ମଧ୍ୟ ମାଆମାନେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.