om academy

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ଶତପଥୀଙ୍କ ଦେହାନ୍ତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେ଼ମୀର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରୁଗୁଡ଼ିପଡ଼ା ବାସିନ୍ଦା ବିଶ୍ୱନାଥ ଶତପଥୀ(୮୦)ଙ୍କ ଆଜି ସଂଧ୍ୟା ୬ଟା୩୦ମି.ରେ ଦେହାନ୍ତ ହୋଇଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲା ଶିକ୍ଷକ ଜଗତରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ଶତପଥୀ ଜଣେ ଆଦର୍ଶବାନ, ଛାତ୍ରବତ୍ସଳ ତଥା ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ଶିକ୍ଷକତା ଆଗାମୀ ସମୟରେ ଅନ୍ୟ ଶିକ୍ଷକମାନଙ୍କ ପାଇଁ ଆଦର୍ଶ ହୋଇ ରହିବ ବୋଲି କୁହାଯାଇଛି ।

Leave A Reply

Your email address will not be published.