ବଲାଙ୍ଗିର ଜିଲ୍ଲାପାଳଙ୍କ ପାଟଣାଗଡ ଏବଂ ବେଲପଡା ବ୍ଲକ ପରିଦର୍ଶନ

ବଲାଙ୍ଗିର, (କେପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏବଂ ବେଲପଡା ବ୍ଲକକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଜିଲ୍ଲାପାଳ ଶ୍ରୀ ରାଣା ପ୍ରଥମେ ପାଟଣାଗଡ ଏବଂ ବେଲପଡା ବ୍ଲକର ଏଚ୍‌ଏସ୍‌ଟି ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି । ପରେ ପାଟଣାଗଡ ବ୍ଲକରେ ପାର୍କିଂ ଏବଂ ଶବଦାହ କାର୍ଯ୍ୟର ତଦାରଖ କରିବା ସହ ପ୍ରସ୍ତାବିତ କେଭି ବିଦ୍ୟାଳୟରେ ରହଣିର ଅଗ୍ରଗତି ନିମନ୍ତେ ସୂଚନା ଦେଇଛନ୍ତି ଜିଲ୍ଳାପାଳ ଶ୍ରୀ ରାଣା ।

Leave A Reply

Your email address will not be published.