ମହମ୍ମଦ ଅବଦାଲ ଅଖତର କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ

କୋରାପୁଟ : ମହମ୍ମଦ ଅବଦାଲ ଅଖତର କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛ‌ନ୍ତି । ତେବେ ଅବଦାଲ ଅଖତର ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଠାରୁ ଦାୟିତ୍ଵ ନେଇଛ‌ନ୍ତି । ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଦାୟିତ୍ଵ ଗ୍ରହଣ ସମୟରେ ଉପସ୍ଥିତ ରହି ସ୍ବାଗତ ଜଣାଇଥିବା ବେଳେ ନୂତନ ଜିଲ୍ଲାପାଳ କୋରାପୁଟ ଜିଲ୍ଲାର ବିକାଶ ମୂଳକ କାର୍ୟ୍ୟକ୍ରମ ଉପରେ ଜିଲ୍ଲା ପ୍ରଶାସନର ପ୍ରାଥମିକତା ରହିବା ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.