ଅଭାବନୀୟ ଘଟଣା : ନିଆଁରେ ପୋଡି ହୋଇ ନାବାଳିକା ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । କିଛିଦିନ ହେବ କେନ୍ଦୁଝର ଜିଲ୍ଲାରେ ରାତ୍ରିକାଳୀନ ଥଣ୍ଡାର ମାତ୍ର ବଢି ଚାଲିଥିବା ବେଳେ ଥଣ୍ଡାରୁ ମୁକ୍ତି ପାଇବା ନିଆଁ ଏକ ସାହାରା । ନିଆଁ ପୋଉଁଥିବା ବେଳେ ୧୪ ବର୍ଷର ନାବାଳିକା ମୋନାଲିସା ଦଳେଇ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ । ତେବେ ତା‌ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.