ls

‘ମୋ କଲେଜ’ ଅଭିଯାନର ଆଜି ଶୁଭାର‌ମ୍ଭ କରିବେ ମୁଖ୍ୟମନ୍ତ୍ରୀ

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉଚ୍ଚଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିକୁ ଆହୁରି ବିକାଶ କରିବା ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦକ୍ଷତା ବୃଦ୍ଧି କରିବା ନିମନ୍ତେ କାର୍ୟ୍ୟକାରୀ ହୋଇଥିବା “ମୋ କଲେଜ” ଅଭିଯାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁଭାରମ୍ଭ କରିବେ । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

pc pk
Leave A Reply

Your email address will not be published.