om academy

ଲୋକସଭା ଟିଭି ଓ ରାଜ୍ୟସଭା ଟିଭିର ମିଶ୍ରଣ ହେଲା : ଆରମ୍ଭ ହେବ ସାଂସଦ ଟିଭି

jsm

ନୂଆଦିଲ୍ଲୀ : ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ମିଶ୍ରଣ ହୋଇଥିବା ବେଳେ ନୂଆ କରି ସାଂସଦ ଟିଭି ଆରମ୍ଭ ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି । ସୂଚନାନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କପୁରଙ୍କୁ ସାଂସଦ ଟିଭିର ପ୍ରଥମ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଏକ ବର୍ଷ ପାଇଁ କିମ୍ବା ଅଧିକ ନିର୍ଦ୍ଦେଶ ନହେବା ପର୍ୟ୍ୟନ୍ତ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.