p purohi

ଦେଶୀ କୁଚିଆ ମଦ ବେପାରୀଙ୍କୁ ଗିରଫ୍‌ କଲା ଆଗଲପୁର ପୋଲିସ, ୪୦ ଲିଟର ମଦ ସହ ବାଇକ୍‌ ଜବତ୍‌

dr. purohit

ଆଗଲପୁର, (କେପିଏନ୍‌ଏସ୍‌) : ଜଣେ ଦେଶୀ କୁଚିଆ ମଦ ବୋପାରୀଙ୍କୁ ଗିରଫ୍‌ କରିଛି ଆଗଲପୁର ପୋଲିସ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ଡୁଡ଼୍‌କାମୁଣ୍ଡା ଗାଁର ବିରେନ୍ଦ୍ର ନାଏକଙ୍କୁ ଗିରଫ୍‌ କରି ତାଙ୍କଠାରୁ ୪୦ ଲିଟର ମଦ ସହ ଏକ ବାଇକ୍‌ ଆଗଲପୁର ପୋଲିସ ଜବତ୍‌ କରିବା ସହ ବିରେନ୍ଦ୍ରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

nrusinghnath
Leave A Reply

Your email address will not be published.