om academy

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ : ହିନ୍ଦୀ ସମ୍ମାନରେ ଟପ୍ପର ହୋଇଛନ୍ତି ଲିପ୍‌ସା ମିଶ୍ର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ହିନ୍ଦୀ ସମ୍ମାନରେ ଟପ୍ପର ହୋଇଛନ୍ତି ଲିପ୍‌ସା ମିଶ୍ର । ୭.୯୧ ସିଜିପିଏ ପ୍ରାପ୍ତ ହୋଇ ସେ ଏହି ସଫଳତା ହାସଲ୍‌ କରିଥିବା ବେଳେ ତାଙ୍କ ସଫଳତାରେ ତାଙ୍କ ପରିବାର ଓ ବନ୍ଧୁବର୍ଗରେ ଖୁସିର ବାତାବରଣ ଦେଖାଦେଇଛି । ଚନ୍ଦନଭାଟି ନିକଟସ୍ଥ ଜାମୁଟିଆ ଗାଁର ବାସିନ୍ଦା ସୂର୍ଯ୍ୟନାରାୟଣ ମିଶ୍ର ଓ ଶ୍ରୀମତୀ ଭାରତୀ ମିଶ୍ରଙ୍କ କନ୍ୟା ଲିପ୍‌ସା ଉଚ୍ଚ ଶିକ୍ଷା ଗ୍ରହଣ କରି ଅଧ୍ୟାପନା କରିବା ପାଇଁ ମନ ବଳାଇଛନ୍ତି ।

Leave A Reply

Your email address will not be published.