pr

ଲିବେରେସନ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲିବେରେସନ ସଂଗଠନର ମୁଖ୍ୟ ଉପଦେଷ୍ଟା ଟୁନା ମିଶ୍ରଙ୍କ ଜନ୍ମ ଦିବସ ଉପଲକ୍ଷେ ଗତକାଲି ଏକ ରକ୍ତଦାନ ଶିବିର ଯାଦବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୨୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସତ୍ୟନାରାୟଣ ହୋତା, ଇବରାହିମ୍‌ ଖାନ୍‌, ବିବେକା ବଗର୍ତ୍ତୀ, ଶୁଭମ ପଧାନ, ରମେଶ ଚାନ୍ଦ, ଅଜିତ ପଧାନ, ଶୁଭମ ଠେଲା, ଆଶିଷ ସାହୁ, ରାକେଶ ବାଗ୍‌, ହେମନ୍ତ ସାହୁ, ବବ୍‌ଲୁ ନାୟକ, ଅଭିନାଶ ପାଣିଗ୍ରାହୀ, ଆକାଶ କୁମାର, ସ୍ୱାଧିନ ନନ୍ଦ, ମନିଷ କୁମାର, ଜୟନ୍ତ ଘିବେଲା, ଅନିଲ ତ୍ରିପାଠୀ, ଅଭିନାଶ ସାହୁ, ଦିବ୍ୟରଞ୍ଜନ ପଣ୍ଡା, ଚିନ୍ମୟ ନାଗ୍‌, ବଲ୍ଲଭ ଘିବେଲା, ପ୍ରଶାନ୍ତ ବେହେରା, ଶ୍ରୀରାମ୍‌ ସେଠ୍‌, ନରେସ ବୁଧିଆ, ଅର୍ଜୁନ ବନ୍‌ଛୋର, ହିତେସ ବର୍‌ଲା, ସଚିକାନ୍ତ ଷାଣ୍ଢ ପ୍ରମୁଖ ରକ୍ତଦାନ କରିଥିଲେ ।

nrusinghnath
Leave A Reply

Your email address will not be published.