ହୁସିଆର୍‌ : ବୋବାଲ୍‌ କଲାନ’ ଖରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୋବାଲ୍‌ କଲାନ’ ଖରା । ମାର୍ଚ୍ଚ ମାସ୍‌ ନୁଁ ରଡ଼ି ଛାଡ଼ୁଛେ । ଦୁଇ ପହରିଆ ଖରା ତାଲୁ ଫଟେଇ ଦେଲା ମେତାନ୍‌ ଲାଗୁଛେ । ତର୍‌ବୁଜ୍‌, ଲସି ଆର୍‌ କୋଲ୍‌ଡ୍‌ ଡ୍ରିଙ୍କ୍‌ ଦୁକାନ୍‌ ମାନ୍‌କୁ ବନେ ଭିଡ଼୍‌ ଜମ୍‌ଲାନ’ ।

ସବୁଠାନୁ ବଡ଼୍‌ କଥା ହେଲା, ମାର୍ଚ୍ଚ ମାସ୍‌ ନୁଁ ଟିଟିଲାଗଡ଼୍‌ ନେ ୪୨ ଆର୍‌ ବଲାଙ୍ଗିର ସହର୍‌ ନେ ୪୦ ଡିଗ୍ରି ଡେଗ୍‌ଲାନ’ ଖରା । ତତ୍‌ଲାଗଡ଼୍‌ ବଲି ନାଁ କମେଇଥିବାର୍‌ ଟିଟିଲାଗଡ଼୍‌ ଆଏବାର୍‌ ଖରା ତିନ୍‌ ମାସ୍‌ ଭିତ୍‌ରେ କେନ୍‌ତା ଜଲ୍‌ବା, ସେଟା ଏଭ୍‌ନୁଁ ଅନ୍‌ମାନ୍‌ କରି ହଉଛେ ।

ଇଆଡେ଼ ଝାର୍‌ ଜଂଗଲ୍‌ ଦଁ ଦଁ ପୁଡ଼ୁଛେ । ତାର୍‌ ତାତି ବି କମ୍‌ ନେଇଁସେ । ଜଂଗଲ୍‌ ପୁଡ଼ା କେ ଜୁଗ୍‌ବାର୍‌ ଲାଗି ଅଁଟା ଭିଡ଼ିଛେ ଜଂଗଲ ବିଭାଗ । ଜିଲ୍ଲା ପ୍ରଶାସନ ବି ରୁଥି ଆସୁଥିବାର୍‌ ଖରା କେ ସାମ୍‌ନା କର୍‌ବାର୍‌ ଲାଗି ଭିନେ ଭିନେ ପଦକ୍ଷେପ୍‌ ନେବାର୍‌ ମୂଲ୍‌ କଲାନ’ ।

Leave A Reply

Your email address will not be published.