ଆର୍ଥିକ ଓ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : ମ. ରାମପୁର ବ୍ଲକ ମଦନପୁର ଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ.ରାମପୁର ଶାଖା ଦ୍ୱାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ଆର୍ଥିକ ଓ ଡିଜିଟାଲ ସାକ୍ଷରତା ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି । ବ୍ୟାଙ୍କ ପରିଚାଳକ ଶ୍ୟାମସୁନ୍ଦର ଧଳ, କର୍ମଚାରୀ ପ୍ରମୋଦ କୁମାର ସାମଲ, ପ୍ରଶାନ୍ତ ପ୍ରଧାନ, ବ୍ୟାଙ୍କ ମିତ୍ର ଇମୁନାଗ, ଏମ.ବି
କେ.ମୋହନପ୍ରିୟା ଭୋଇ, ସାଗରିକା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.