ପିପି ଏକାଡେମୀ ଉଚ୍ଚ ବିଦ୍ୟାଳୟରେ ଫେମ୍‌ଏକ୍ସ ଆଣ୍ଡ କମ୍ୟୁନିଟି ଏୱାର୍‌ନେସ୍‌ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏନ୍‌ଡିଆର୍‌ଏଫ୍‌ ଏବଂ ଜିଲ୍ଲା ଆଡମିନିଷ୍ଟ୍ରେସନ୍, ବଲାଙ୍ଗିରର ମିଳିତ ଉଦ୍ରମରେ ସ୍ଥାନୀୟ ପିପି ଏକାଡେମୀ ଉଚ୍ଚ ବିଦ୍ୟାଳୟରେ ଫେମ୍‌ଏକ୍ସ ଆଣ୍ଡ କମ୍ୟୁନିଟି ଏୱାର୍‌ନେସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏନ୍‌ଡିଆର୍‌ଏଫ୍‌ ଦଳ ଅଭିନୟ କରି ଉପସ୍ଥିତ ଥିବା ଛାତ୍ରମାନଙ୍କୁ ସଚେତନ କରିଥିଳେ ।

Leave A Reply

Your email address will not be published.

error: Content is protected !!