ରାଉରକେଲା : ରାଉରକେଲାରେ ଜିଏସ୍ଟି ଠକେଇର ତାଲିକା ବଢ଼ି ବଢ଼ି ଚାଲିଛି । ପୁଣି ଏକ ବଡ ଜିଏସଟି ଠକେଇ ସାମ୍ନାକୁ ଆସିଥିବା ଖବର ମିଳିଛି। ନକଲି ବ୍ୟବସ୍ଥାୟିକ ସଂସ୍ଥା, ଜାଲ ଇନଭଏସ ଓ ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ ବାବଦରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଥି ଭିତରୁ ୮ କୋଟିର ହିସାବ ମିଳିଥିବା କୁହାଯାଇଛି ।
Prev Post