pr

ରାଜ୍ୟ ସରକାର‌ଙ୍କ କୋଭିଡ୍ ମୁକାବିଲା ପାଇଁ ନୂତନ କଟକଣା ଜାରି

dr. purohit

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର କୋଭିଡ୍ ମୁକାବିଲା ପାଇଁ ନୂତନ କଟକଣା ଜାରି କରିଛନ୍ତି। ଅନ୍ୟ ରାଜ୍ୟରୁ ଓଡିଶାକୁ ଆସିଲେ ଆର୍‌ଟି ପିସିଆର୍‌ (୭୨ ଘଣ୍ଟା ମଧ୍ୟରେ ହୋଇଥିବା) ଟେଷ୍ଟ ନେଗେଟିଭ ରିପୋର୍ଟ କିମ୍ବା ୨ୟ ଡୋଜ୍ ଟୀକା ଗ୍ରହଣ ସାର୍ଟିଫିକେଟ ପ୍ରଦାନ କରିବାକୁ ପଡିବ। ନଚେତ୍ ୭ଦିନ ‌କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। ଏପ୍ରିଲ ୧୨ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

nrusinghnath
Leave A Reply

Your email address will not be published.