କୋଭିଡ-୧୯ ଆଇନ ଉଲଂଘନ ଯୋଗୁଁ ସିଲ୍‌ ହେଲା ରିଲାଏନ୍ସ ମାର୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍‌-୧୯ ଆଇନ ଉଲଂଘନ ଯୋଗୁଁ ସ୍ଥାନୀୟ ରିଲାଏନ୍ସ ମାର୍ଟ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଏହି ସିଲିଂ କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ମ୍ୟୁନିସିପାଲିଟି ଇଓ ବିପିନ ବିହାରୀ ଦୀପ, ତହସିଲ୍‌ଦାର୍‌ ଏବଂ ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନାର ଅଧିକାରୀ ସମୂହ ସାମିଲ୍‌ ଥିବା କୁହାଯାଇଛି ।

Leave A Reply

Your email address will not be published.