oom

ଦେଶରେ ୬୫,୦୦୨ ଓ ରାଜ୍ୟରେ ୨୪୯୬ ଜଣ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ଆଜି ୬୫,୦୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରେ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଅନୁଗୁଳରୁ ୧୨, ବାଲେଶ୍ୱରରୁ ୧୬୫, ବରଗଡ଼ରୁ ୩୬, ଭଦ୍ରକରୁ ୧୦୨, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୧୧୫, କଟକରୁ ୧୨୮, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଂଜାମରୁ ୩୨୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୯୮, କେନ୍ଦ୍ରାପଡ଼ାରୁ ୧୩, କେଉଁଝରରୁ ୫୧, ଖୋର୍ଦ୍ଧାରୁ ୩୭୮, କୋରାପୁଟରୁ ୧୩୩, ମାଲକାନଗିରିରୁ ୭୩, ମୟୁରଭଂଜରୁ ୨୩, ନବରଂଗପୁରରୁ ୧୧, ନୟାଗଡରୁ ୪, ନୂଆପଡ଼ାରୁ ୧୪, ପୁରୀରୁ ୯୩, ରାୟଗଡ଼ାରୁ ୧୪୬, ସମ୍ବଲପୁରରୁ ୮୧, ସୋନପୁରରୁ ୨୧ ଓ ସୁନ୍ଦରଗଡ଼ରୁ ୧୫୬ ଜଣଙ୍କ ପଜିଟିଭ୍‌ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ସମୁଦାୟ ୫୭,୧୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୯,୨୦୫ ଜଣ ସୁସ୍ଥ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.