p purohi

ଆଜି ବଲାଙ୍ଗିର ଜିଲ୍ଲାରେ ୭୮ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୧୪

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୭୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୧୪ ଜଣ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି ସରକାରୀ ସୂତ୍ରରୁ । ତେବେ ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୩, ୬ରୁ ୧, ୧୦ରୁ ୧, ୧୪ରୁ ୨, ୧୫ରୁ ୧, ୧୮ରୁ ୨, ୧୯ରୁ ୧, ୨୦ରୁ ୧ ଓ ୨୧ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଗ୍ରାମାଂଚଳର ଆଗଲପୁର ବ୍ଲକ୍‌ ଆଗଲପୁର ଗ୍ରା.ପ.ରୁ ୧, ନଅଗାଁ-ବି ଗ୍ରା.ପ.ରୁ ୧, ରିନ୍‌ବଚନ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଚନ୍ଦନଭାଟି ଗ୍ରା.ପ.ରୁ ୧ ଏବଂ ଚୁଡ଼ାପାଲି ଗ୍ରା.ପ.ରୁ ୩, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୧, କୁଣ୍ଡାବୁଟୁଲା ଗ୍ରା.ପ.ରୁ ୧, ଗନ୍ଧର୍ଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ଡୁଙ୍ଗୁରିପାଲି ଗ୍ରା.ପ.ରୁ ୩, ଖଲିପଥର ଗ୍ରା.ପ.ରୁ ୩, ଦେଓଗାଁ ବ୍ଲକ୍‌ ଗାଇବାହାଲ ଗ୍ରା.ପ.ରୁ ୩, ଗୁଡ଼ଭେଲା ବ୍ଲକ୍‌ ବଡ଼୍‌ଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ଗୁଡ଼ଭେଲା ଗ୍ରା.ପ.ରୁ ୩, କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ.୫ରୁ ୧, ୧୧ରୁ ୧, ଲୋଇସିଂହା ବ୍ଲକ୍‌ ବୁଢ଼ୀପଦର ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଭଇଁଷା ଗ୍ରା.ପ.ରୁ ୧, ଘଁସିଏନ୍‌ ଗ୍ରା.ପ.ରୁ ୨, ତମିଆଁ ଗ୍ରା.ପ.ରୁ ୧, ଘୁଚେପାଲି ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ.୨ରୁ ୩, ୫ରୁ ୧, ୮ରୁ ୧, ୧୦ରୁ ୧, ୧୧ରୁ ୨, ୧୨ରୁ ୨, ପୁଇଁନ୍ତଲା ବ୍ଲକ୍‌ ବିଲେଇସର୍ଡା ଗ୍ରା.ପ.ରୁ ୪, ସଇଁନ୍ତଲା ବ୍ଲକ୍‌ ଗଣ୍ଡ୍‌ପତ୍ରାପାଲି ଗ୍ରା.ପ.ରୁ ୨ ଓ ଡୁଙ୍ଗୁରିପାଲି ଗ୍ରା.ପ.ରୁ ୩, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ ଗ୍ରା.ପ.ରୁ ୧, ନାରେନ ଗ୍ରା.ପ.ରୁ ୧, ମନିଗାଁ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୨, ୫ରୁ ୧, ୬ରୁ ୨, ୧୨ରୁ ୧, ୧୫ରୁ ୧, ତୁରେକେଲା ବ୍ଲକ୍‌ ହିଆଲ ଗ୍ରା.ପ.ରୁ ୧ ଏବଂ କୁଇବାହାଲ ଗ୍ରା.ପ.ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୪୧୯୪ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୩ ଜଣଙ୍କ ପ୍ରାଣହାନୀ ଘଟିଛି । ୭୨୧ ଜଣ ଏକ୍‌ଟିଭ୍‌ ରହିଛନ୍ତି ଓ ୩୪୫୦ ଜଣ ସୁସ୍ଥ ହୋଇଥିବା ସୂଚନାରେ କୁହାଯାଇଛି ।

nrusinghnath
Leave A Reply

Your email address will not be published.