ଚକା ଫାଟି ଓଲଟି ପଡିଲା ଟ୍ରକ୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଚକା ଫାଟି ଓଲଟି ପଡିଲା ଟ୍ରକ୍ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଭୁବନେ‌ଶ୍ୱର ସତସଙ୍ଗ ବିହାର ନିକଟତାରିଣୀ ବସ୍ତି ଭିତରକୁ ମାଡ଼ିଗଲା ମୋରମ ବୋଝେଇ ଟ୍ରକ୍ । ଫଳରେ ଅଳ୍ପକେ ବର୍ତ୍ତିଛନ୍ତି ତାରିଣୀ ବସ୍ତି ବାସିନ୍ଦା । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.