ସିଆର୍‌ପିଏଫ୍‌ ଯବାନଙ୍କ ମାତୃ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ସରସରା ଗ୍ରାମର ଅବସର ପ୍ରାପ୍ତ ସିଆର୍‌ପିଏଫ୍‌ ଯବାନ ମନବୋଧ ପଧାନଙ୍କ ମାତା କୁମୋଦିନୀ ପଧାନ(୮୦)ଙ୍କ ପରଲୋକ ଘଟିଛି । ସେ ଜଣେ ପରୋପକାରୀ, ବନ୍ଧୁ ବତ୍ସଳା ଧର୍ମ ପରାୟଣା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ୩ ପୁଅ- ମନବୋଧ, ବବ୍ର୍ରୁବାହାନ, ଚୈତନ୍ୟ ଓ ଝିଅ ସରସ୍ବତୀ ଗଡତିଆ, ଜ୍ବାଇଁ ନିତ୍ୟାନନ୍ଦ ଗଡତିଆ, ୩ ବନ୍ଧୁ ଉପସ୍ଥିତ ଥିଲେ । ସେ ନାତି ନାତୁଣୀ ସମେତ ପଧାନ ପରିବାର ଲୋକଙ୍କୁ ସେ ଛାଡି ଯାଇଛନ୍ତି । ତାଙ୍କ ଶବାଧାରରେ ଗ୍ରାମ ଲୋକ, ବନ୍ଧୁ ପରିଜନ ଯାଇ ଜୀରା ନଦୀ କୂଳରେ ଶବ ସତ୍କାର କରିଥିଲେ । ବଡ ପୁଅ ମନବୋଧ ପଧାନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

error: Content is protected !!