om academy

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍‌ : ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

jsm

ସୁନ୍ଦରଗଡ଼ : ରାଉରକେଲାରୁ ସୁନ୍ଦରଗଡ଼ ଆସିବା ସମୟରେ ବିଜୁ ଏକ୍ସପ୍ରେସ ୱେର ରସରାଜପୁର ଠାରେ ଘରୋଇ ବସ୍‌ର ଟାୟାର ଫାଟିବା ଫଳରେ ଏକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଓହ୍ଲାଇ ଗଛରେ ପିଟିହେଲା ବସ୍‌ । ଅଳ୍ପକେ ବଞ୍ଚିଲା ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ । କୌଣସି ଯାତ୍ରୀ କି ବସ୍ କର୍ମଚାରୀ କେହି ବି ଆହତ ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.