om academy

ସୁନାଝରୀ ପାହାଡ଼ ପାଦ ଦେଶରେ ବୁଲୁଛନ୍ତି ଭାଲୁ

jsm

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁନାଝରୀ ପାହାଡ଼ ପାଦ ଦେଶରେ ଗତକାଲି ସନ୍ଧ୍ୟାରେ ୪ଟି ଭାଲୁ ବୁଲୁ ଥିବାର ଦେଖିବାକୁ ମିଳିଥିଲା । ଗ୍ରାମ ନିକଟରେ ଭାଲୁ ଦେଖି ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଥିଲେ । ଖବର ପାଇ ସୁକିନ୍ଦା ବନବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଭାଲୁଙ୍କୁ ଜଙ୍ଗଲ ଅଭିମୁଖେ ଘଉଡାଇ ଦେଇଥିବା ଜଣାପଡିଛି । ତେବେ ଖାଦ୍ୟ ଅନ୍ୱେଷଣରେ ଏହି ୪ଟି ଭାଲୁ ଜନବସତି ଆଡ଼େ ଚାଲି ଆସିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.