om academy

ଭବାନୀ ଶଙ୍କର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ହିନ୍ଦୀରେ ଟପ୍ପର

jsm

ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ହିନ୍ଦୀରେ ଟପ୍ପର ହୋଇଛନ୍ତି ଭବାନୀ ଶଙ୍କର ପଟେଲ । ଭବାନୀ ୮.୦୦ ସିଜିପିଏ ରଖି ଏହି ସଫଳତା ହାସଲ କରିଥିିବା ବେଳେ ତାଙ୍କ ସଫଳତା ଯୋଗୁଁ ତାଙ୍କ ପରିବାରରେ ତଥା ବନ୍ଧୁବର୍ଗରେ ଖୁସିର ଲହରି ଖେଳି ଯାଇଛି । ତାଙ୍କ ବାପା ଲକ୍ଷ୍ମୀକାନ୍ତ ପଟେଲ ଏବଂ ମା’ ମଂଜୁଲତା ପଟେଲ ପୁଅର ସଫଳତାରେ ବେଶ୍‌ ଉଲ୍ଲସିତ ହୋଇଛନ୍ତି ।

Leave A Reply

Your email address will not be published.