om academy

ପେଟ୍ରୋଲିଂ ସମୟରେ ଜଙ୍ଗଲରୁ ଧରାପଡିଲେ ୬ ଶିକାରୀ

jsm

ମୟୂରଭଞ୍ଜ : ପେଟ୍ରୋଲିଂ ସମୟରେ ଜଙ୍ଗଲରୁ ଧରାପଡିଲେ ୬ ଜଣ ଶିକାରୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ଠାକୁରମୁଣ୍ଡା ବନବିଭାଗ ପେଟ୍ରୋଲିଂ କରୁଥିବା ବେଳେ ୬ ଜଣ ଶିକାରୀକୁ ଗିରଫ କରିବା ସହ ଶିକାରୀମାନଙ୍କ ପାଖରୁ ବନ୍ୟଜୀବ‌ଙ୍କ ମାଂସ ମଧ୍ୟ ଉ‌ଦ୍ଧାର କରାଯାଇଛି ।

Leave A Reply

Your email address will not be published.