ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦ ଡ୍ୟାମରୁ ଗତ ବୁଧବାର ସନ୍ଧ୍ୟା ସୁଦ୍ଧା ୧୯ ଟି ଗେଟ୍ ମାଧ୍ୟମରେ୩ ଲକ୍ଷ ୭୦ ହଜାର ୩୯୨ କ୍ୟୁସେକ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଅପର ପକ୍ଷରେ ଜଳଭଣ୍ଡାରକୁ ୨ ଲକ୍ଷ ୪୯ ହଜାର ୩୯୨ କ୍ୟୁସେକ ପାଣି ପ୍ରବେଶ କରୁଛି । ଗତ ପ୍ରବଳ ବର୍ଷା ବେଳେ ଛତିଶଗଡ ସହ ଉପଯୁକ୍ତ ସମନ୍ଵୟ ରକ୍ଷା କରାଯାଇ ବନ୍ୟା ଜଳ ନିୟନ୍ତ୍ରଣ କରାଯାଇଥିଲା ।

Leave A Reply

Your email address will not be published.