pr

ଅଜଗର ସାପ ଉଦ୍ଧାର

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଗଣ୍ଡପତ୍ରାପାଲି ପଂଚାୟତ ସ୍ଥିତ ବଡ଼ମାଲ ଗୋଳାବାରୁଦ କାରଖାନା ନିକଟ ପୁରୁଣା ଉଚ୍ଚ ବିଦ୍ୟାଳୟଠାରେ ଏକ ସ୍ଥାନରେ ଏକ ବଡ଼ ଧରଣର ଅଜଗର ସାପ ଥିବା ଖବର ପାଇବା ପରେ ତାକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆ ଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୧ଟା ସମୟରେ ସ୍କୁଲରେ ସାପ ଥିବା ଖବର ପାଇବା ପରେ ସାପ ଧରାଳି ବିଶ୍ୱଜିତ ତାଣ୍ଡି ଉଦ୍ଧାର କରିଥିଲେ । ସାପର ଲମ୍ବା ପ୍ରାୟ ୬ରୁ ୭ଫୁଟ ହେବ । ତେବେ ସାପକୁ ଉଦ୍ଧାର କରି ବଡ଼ ଜଙ୍ଗଲରେ ଛାଡି ଦିଆ ଯାଇଥିବା ବିଶ୍ଵଜିତ ତାଣ୍ଡି ପ୍ରକାଶ କରିଛନ୍ତି।

nrusinghnath
Leave A Reply

Your email address will not be published.