ଆଜି ଚତୁର୍ଥ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌

ରାୟପୁର : ଆଜି ଚତୁର୍ଥ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍‌ର ୪ର୍ଥ ମ୍ୟାଚ ଆଜି ରାୟପୁରରେ ଖେଳାଯିବ । ତେବେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦ୍ୱାରା ଭାରତକୁ ପରାଜିତ ହେବାକୁ ପଡ଼ିଥିଲା । ଶେଷ ୩ଟି ଯାକ ମ୍ୟାଚରୁ ୫ଟି ଇନିଂସରେ ୨୦୦ରୁୁ ଅଧିକ ରନ ସ୍କୋର ହୋଇଛି । ୪ର୍ଥ ମ୍ୟାଚରେ ଭାରତର ବିଜୟ ନେଇ ଆଶା କରାଯାଉଛି ।

Leave A Reply

Your email address will not be published.