କୃଷି ଆଇନକୁ ବିରୋଧ କରି ଆସ‌ନ୍ତା ମାର୍ଚ୍ଚ ୨୬ରେ ପୁଣି ଚାଷୀ‌ଙ୍କର ଭାରତ ବନ୍ଦ

ନୂଆଦି‌ଲ୍ଲୀ : ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ମାର୍ଚ୍ଚ ୨୬ ତାରିଖରେ ୪ ମାସ ପୂରା ହେଉଥିବାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ବନ୍ଦକୁ ଦେଶବ୍ୟାପୀ ବିଭିନ୍ନ ରାଜ୍ୟର ଚାଷୀମାନେ ସମର୍ଥନ କରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.