Browsing Category

ସ୍ୱତନ୍ତ୍ର

୭୮୮ ବର୍ଷର ସମୃଦ୍ଧ ପରମ୍ପରା : ଜରାସିଂହା ପାଟଖଣ୍ତା ଯାତ୍ରା

ଦେଓଗାଁ, (ମନିଷ କୁମାର ସାହୁ) : ଜରାସି˚ହାର ଇଷ୍ଟଦେବୀ ମା' ପାଟଖଣ୍ତାଙ୍କଠାରେ ପାଳିତ ହେଉଥିବା ବିଭିନ୍ନ ପୂଜା ପାର୍ବଣ ମଧ୍ୟରୁ ମା'ଙ୍କ ପାଟଖଣ୍ତା ଯାତ୍ରା ସବୁଠୁ ଅଧିକ ପ୍ରସିଦ୍ଧି ଲାଭ କରିଛି । ସମ୍ପୂର୍ଣ୍ଣ ଆଞ୍ଚଳିକ ପରମ୍ପରା ଓ ରୀତି ନୀତିରେ ପାଳିତ ହେଉଥିବା ଏକ ଉତ୍ସବ ସଠିକ ପ୍ରଚାର
Read More...

ସମଲେଇ ପୀଠ : ଆଜି ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରର ବିଭିନ୍ନ ଦେବୀ ପୀଠ ସହ ସମଲେଇ ପୀଠରେ ମଧ୍ୟ ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଛନ୍ତି । ଜଗତ୍‌ ଜନନୀ ମା’ ଦୁର୍ଗତିନାଶିନୀଙ୍କ କାତ୍ୟାୟନୀ ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ଆସନ୍ତୁ ଜାଣିବା । ଚନ୍ଦ୍ରହାସୋଜ୍ଜ୍ୱାଳକରା
Read More...

ସାହିତ୍ୟ ଗଙ୍ଗାର ଭଗିରଥ ବେଦ ବିଦ୍ୱାନ ବ୍ରଜବିହାରୀଙ୍କ ୧୦୨ତମ ଜୟନ୍ତୀ ସମାରୋହକୁ ବଲାଙ୍ଗିର ଦିବସ ଭାବେ ପାଳିତ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବଲାଙ୍ଗିର ଯୁଗେ ଯୁଗେ ଅବତାରୀ ପୁରୁଷ ମାନେ ଧରାପୃଷ୍ଠରେ ଜନ୍ମ ନେଇ ସମାଜର ବିଭିନ୍ନ କ୍ଷେତ୍ରକୁ ରୁଦ୍ଧିମନ୍ତ କରି ଗଢି ତୋଳିଥାନ୍ତି । ପାର୍ଥିବ ସୁଖ ସ୍ୱାଚ୍ଛ୍ୟନ୍ଦ, ନିନ୍ଦା, ପ୍ରଶଂସା ସେମାନଙ୍କ ଗତିପଥକୁ ରୋକି ପାରେନାହିଁ । ସେହିପରି ଜଣେ ଯୁଗ ପୁରୁଷ
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ : ଅସମାନ ଦୁନିଆଁରେ ମାନସିକ ସ୍ୱାସ୍ଥ୍ୟ

ପ୍ରଫେସର ଡା. ଅଶୀର୍ବାଦ ଶତପଥି ଆଜି ବିଶ୍ୱ ସାନସିକ ସ୍ୱାସ୍ଥ୍ୟ ଦିବସ । ୧୦ ଅକ୍ଟୋବରକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରୂପେ ସାରା ବିଶ୍ୱ ପାଳନ କରେ । 'ଅସମାନ ଦୁନିଆଁରେ ମାନସିକ ସ୍ୱାସ୍ଥ୍ୟ' ଏଥର ବିଷୟ ବସ୍ତୁ ରହିଛି । ମାନସିକ ସ୍ୱାସ୍ଥ୍ୟ ଓ ଏହାର ପ୍ରଭାବର ଇତିହାସ ବହୁ ପୁରୁଣା
Read More...

ବଲାଙ୍ଗିର ସମଲେଇ ପୀଠରେ ନବରାତ୍ର ପୂଜା ଆରମ୍ଭ : ଆଜି ଶୈଳପୁତ୍ରୀ ବେଶରେ ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ୱଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ସମୟରୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ମନ୍ଦିର ପକ୍ଷରୁ କୁହାଯାଇଛି
Read More...

ସିନ୍ଧି ଚୋରଠୁ ସାଇବର୍‌ ଚୋର

✍ ମୀନକେତନ ବାରଲେବଡ଼ିଆ ସିନ୍ଧିଚୋର - ମାଟିକାନ୍ଥକୁ କଣା କରି ଚୋର ଘର ଭିତରକୁ ପଶୁଥିଲା ଓ ବାସନକୁସନ ସମେତ ଘରେ ଯାହା ପାଇଲା ତାକୁ ନେଇଯାଉଥିଲା । ଭଲ କଂସା ବାସନ ଦୁଇଖଣ୍ଡ କାହା ଘରେ ଥିଲେ ମଧ୍ୟ ସିନ୍ଧି ଖୋଳି ନେଇଯାଉଥିଲେ । ଏମିତି ବି ହେଇଛି, ଝିଅ ବାହାଘର ପାଇଁ ସବୁ ଜିନିଷ କିଣା
Read More...

ଠାନ୍‌ଟେ ଶୁଇନ୍ ହେଇଗଲା

ଅଶୋକ କୁମାର ପୂଜାରୀ ଆପଣଙ୍କର ଠାନ ମେଲା କରି ଦେଲେ କାଏନ ? ଭାଷା ସାହିତ୍ୟର ବିକାଶ ଲାଗି ଦିନ ରାଏତ୍ ଏକ କରି ଦେଇଥିଲେ ଆପଣ । ଅଶୀ ବରଷ ବଏସେଁ ବି ଚାଲିଶ ବର୍ଷିଆ ଜୁଆନ ଥିଲେ ଆପଣ । ବରଗଡର ସବୁ ସଭା, ସାହିତ୍ୟର ହରେକ୍ କାର୍ଯ୍ୟକ୍ରମ କେ ଆପଣଙ୍କୁ ଦରକାର ପଡୁଥିଲା । ସ୍ଥାନୀୟ
Read More...

ଶରତ ଋତୁରେ ଶରତଙ୍କୁ ବିଦାୟ

ସୁରେନ୍ଦ୍ର ହୋତା, ସାମ୍ବାଦିକ, ବରଗଡ଼ ଶରତ ଋତୁରେ ପାର୍ବଣର ଆଗମନ ଠିକ ପୂର୍ବରୁ ବରଗଡ଼ ସହରରୁ ଚିରଦିନ ପାଇଁ ଶରତ ଉଭେଇ ଗଲେ । ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏ ଶରତ କିଏ ? ତାଙ୍କ କଣ କିଛି ସ୍ୱାତନ୍ତ୍ରତା ଥିଲା ଯେ, ତାଙ୍କ ସମ୍ପର୍କରେ ଫେସବୁକରେ ଚର୍ଚ୍ଚା ହେଉଛି । ସହରରେ ଅନେକ
Read More...

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ଦେବାଶିଷ ପଟ୍ଟନାୟକ ଭାରତ ଏକ କୃଷିପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଛି । କେଉଁ ଆବହମାନ କାଳରୁ ଭାରତବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ନୂଆଁ ଅନ୍ନ ପୂଜା ମହାନ ପର୍ବ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ
Read More...

ସୌହାର୍ଦ୍ଦ୍ୟର ପର୍ବ ନୂଆଁଖାଇ

ଡକ୍ଟର ଲକ୍ଷ୍ମଣ ମେହେରଜୀବନ ନିର୍ବାହର ମୂଳଦୂଆ ହେଉଛି ଅନ୍ନ । ଏଥିପାଇଁ କୃଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାଟି ବିନା କୃଷିକାର୍ଯ୍ୟ ଅସମ୍ଭବ । ପଶ୍ଚିମ ଓଡ଼ିଶା କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏହାର ପର୍ବପର୍ବାଣିଗୁଡ଼ିକ ମୁଖ୍ୟତଃ କୃଷିଭିତ୍ତିକ । ବିଭିନ୍ନ ପର୍ବ ମଧ୍ୟରେ ନୂଆଖାଇ ଏକ
Read More...