Browsing Category
ସାହିତ୍ୟ
କବିତା : ମୁଣ୍ଡ
ଏଲି ମହାନ୍ତି
ମୁଣ୍ଡ ଗଢିବାକୁମୁଣ୍ଡ ଦରକାର ।
ମୁଣ୍ଡ କାଟିବାକୁମୁଣ୍ଡ ଦରକାର ।
ମୁଣ୍ଡ ବିକିଥିବା ଲୋକସାରା ରାତି ଛଟପଟ,
ମୁଣ୍ଡ କିଣିଥିବା ଲୋକର ସ୍ୱପ୍ନରେକଟା ମୁଣ୍ଡର ଉତ୍ପାତ !
ସାରା ସଂସାରରେ ଭରି ଯାଇଛି ମୁଣ୍ଡଭୁଇଁରୁ ଗଜୁରି ଉଠୁଛି ମୁଣ୍ଡମାଗୁଛି ପରିଚୟ ଦିଅ,ଗଛରୁ!-->!-->!-->!-->!-->!-->!-->!-->!-->!-->!-->…
Read More...
Read More...
ଗଜଲ୍ : ସହି ହେବା କାଏଁ କହ
ଦୁର୍ଗାମାଧବ ପଣ୍ଡା
ଯାହାର୍ ଦିହେଁ କାହାର୍ ଛାଏଁ ପଡ଼ିଗଲେମତେ ବାଧୁଥିଲା ଯହସେ ଯଦି ଯିବା ଜୁଲି ହେଇ କାହାର୍ସହି ହେବା କାଏଁ କହ ।୧।
ଯାହାର୍ ମୁହୁଁ ଦେଖି ବେଲ୍ ଉଦୁଥିଲାରାଏତ୍ ଯାଉଥିଲା ସରିସେ ଯଦି କେଭେ ମୁହୁଁ ମୁରିନେବାସହି ହେବା କାଏଁ କହ ।୨।
ଯେ କହୁଥିଲା ଆଏଁଖ୍!-->!-->!-->!-->!-->!-->!-->…
Read More...
Read More...
-କିଛି ନାଇଁ ହେଲା-
ସୁଜିତ କୁମାର ସତପଥି
କିଛି ନାଇଁ ହେଲାଜୁଗି ନାଇଁ ହେଲା ସମୁଦର୍ଗହଡି ନାଇଁ ହେଲା ନଏଦ୍ଆବ୍ରି ନାଇଁ ହେଲା ଭୁବ୍ରାହିଟେଇ ନାଇଁ ହେଲା ଗଏଁଠ୍
ଇହାଦେ ଭି ଲହଁପୁଛେ ନଏଦ୍ଆର୍ ଗରିକଁଟା, କୁମ୍ନା ଧରିଜୁଗିଛେଁ ତାହାକେସେନେ ଯେ ସମୁଦରର୍ଅଚାଲ୍ ଚାଲ୍ ଭଉଁର୍ନେହଜୁଛେ କେତେ ଲହଡାଆର୍!-->!-->!-->!-->!-->…
Read More...
Read More...
କବିତା : ଅନୁଗାମିନୀ
ପିନାକୀ ମିଶ୍ର
ନିବୁଜ ମନରେ ପୁଣିଏତେ ଝଙ୍କାର,ଗାରଟଣା ପରିଧିଭିତରେ ପୁଣିଏତେ ଉର୍ମିଉତ୍ତାଳ,ଫିଟି ନଥିବା ଫରୁଆ ଭିତରେତୁମ ପ୍ରୀତିସାଇତା ମୋତିହାର !!
କେତେବେଳେ ମୋତେ ପିନ୍ଧେଇଦେଲକହିଲ କହିଲ !
ନିଜେ ବି ଜାଣିନଜୀବନନଈର ମୋଡ ବାଙ୍କିବା କଥାଅପରିଚିତଟେ ପଥରଆଉଜି କିଶ ଭାବୁଥିଲା!-->!-->!-->!-->!-->!-->!-->…
Read More...
Read More...
କବିତା : ଧାନ୍ ବିକ୍ଲେ କାଏଁ କର୍ସୁ
ରସରାଜ ଅଚ୍ୟୁତ ପୁରୋହିତ
ଧାନ୍ ବିକ୍ଲେ କାଏଁ କର୍ସୁକଟ୍ନି ଛଟ୍ନି ଯହସଁସାର୍ ଭିତ୍ରେ ଘର୍ କରିଛୁପଥର୍ ପଡ଼୍ଲେ ସହ ।
ମିଲର୍, ଅଫିସର୍ଶିଲ୍, ସିଲ୍ପା ଚାଷୀ ଚଟ୍ନି ହଉଛେବୁଡ଼୍ବକ୍ ବଲୁଛେନେତା କହୁଥିଲେଦେଶ୍ ପରେ ଆଗ୍କେ ଯଉଛେ । ।
ମୋ.ନଂ.୯୪୩୭୩୬୭୦୫୨
Read More...
Read More...
କବିତା : ପ୍ଲାଷ୍ଟିକ୍ ହୃଦୟ
ବିପିନ ଆଚାର୍ଯ୍ୟ
ଏଛ୍ନିବହୁତ୍ ଜରୁରୀ ଗୁଟେ ପ୍ଲାଷ୍ଟିକ୍ହ୍ରୁଦୟ ।
ସଭେ ପିନ୍ଧ୍ଲେନ' ।ଜଲ୍ଦି ଘିନି ପକ। ।
କେନ ମିଲବା..?ଗାଁ ସହର୍ସବୁଆଡେଁ ।ଫୁଟ ପାଥ୍ ନ ବି ।ମୁଲାବାର୍ କେ ନାଇଁ ପଡେ,ବହୁତ ଶସ୍ତା ।।
ମୋ.ନଂ. : ୮୯୧୭୩୫୪୫୪୧
Read More...
Read More...
ଗପ : କୋମଳ କୋଳାହଳ
ମଂଜୁ ପଣ୍ଡା
ଅଦିନିଆ ବର୍ଷା - କିନ୍ତୁ ଥମିବାର ନାଁ ନେଉନି । ଘରୁ ବାହାରିଲା ବେଳେ ଛତାଟିଏ ବ୍ୟାଗରେ ରଖିବାକୁ ସେ ଭୁଲିଯାଇଛି । ଅଟୋ ଷ୍ଟାଣ୍ଡ୍ ସାମାନ୍ୟ ଦୂରରେ । କିନ୍ତୁ କାମ ସରିଗଲା ପରେ ମଲ୍ରେ ଆଉ କେତେବେଳ ଯାଏଁ ଅପେକ୍ଷା କରିହବ? ଅଳ୍ପ ଭିଜିବାକୁ ପଡିବ - କିନ୍ତୁ ଅଟୋ ଯାକେ!-->!-->!-->…
Read More...
Read More...
ମକର ମକର ବାସିବ
ଆନଂଦ ଚଂଦ୍ର ସାହୁ
ଭଲ କଲଆଜି ମକର ସଂକ୍ରାନ୍ତି ବୋଲିମନେ ପକେଇଲ ।
ତମ ଇଚ୍ଛାକୁଶହେ ସଲାମ୍ ହୋ’ବିଶ୍ୱାସ କର,ତମ ଭାବର ଭଉଁରିରେମୁଁ ଚକାମାରି ବସିଛି…ତୁମ ଆବେଗକୁ ଛୁଇଁବା ପାଇଁଆହୁରି ଆହୁରି ନିଜକୁତୟାର୍ କରୁଛି ।
ମକର ବସିବାକୁ କହୁଛ ତ’ମନା ନାଇଁ….ନିର୍ମାୟା ନଈରେନିର୍ଲୋଭ!-->!-->!-->!-->!-->!-->!-->…
Read More...
Read More...
କବିତା : ଘର
ପ୍ରବାସିନୀ ହୋତା
ଅଛି ଚାରୋଟି କାନ୍ଥ ଏଇଠିଅଛି ବି ଛାତଟିଏଖରା ବାଜୁନିଧସେଇ ଆସୁନି ଶୀତକାଲି ସନ୍ଧ୍ୟାରେ ପଡୁଥିଲା ବୋଧେ କିଛି ବର୍ଷା ବୁନ୍ଦାଜଣେଇ ଦେଇଥିଲା ଆଜବେଷ୍ଟସ୍ ଛାତତହିଁରୁ ବି ସେ ମୋତେ ରଖିଛି ଆବୋରିତଥାପି କାହିଁକି ଲାଗୁନିଏ ଘର ମୋ ଘର ପରି ମୋତେ ?
ଏ କାହିଁକିର ଉତ୍ତର!-->!-->!-->!-->!-->…
Read More...
Read More...
କବିତା : ନାଆ
ରାମକୃଷ୍ଣ
ଏଇ ନାଆ ଖଣ୍ଡିକମୋର ଏକମାତ୍ର ସମ୍ବଳଯାହା ସହିତ ଓହ୍ଲାଇ ଦିଆଗଲା ମୋତେଏ ଅଜ୍ଞାତ ନଈ କୂଳରେଯାହାକୁ ବାହି ନେବାକୁ ହେବବଢିଲା ସ୍ରୋତରେ ସମୁଦ୍ରକୁଆଗକୁ ତାପରେପାରି ହେବାକୁ ଅଛି ସାତଟି ସମୁଦ୍ରଯାହାର କୂଳ କିନାରା, ବ୍ୟାପ୍ତି ଓ ଗଭୀରତାକିଛି ଜଣା ନାହିଁ ମୋତେ ।
ଶୈଶବରେ ଏ!-->!-->!-->!-->!-->…
Read More...
Read More...