Browsing Category
ଓଡିଶା
ଅଶୋକ ଚନ୍ଦନ ସ୍ମୃତି ସମାରୋହ ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗିର ଓ ଅଶୋକ ଚନ୍ଦନ ସ୍ମୃତି ପରିଷଦ ଆନୁକୂଲ୍ୟରେ ପାଟଣାଗଡ଼ ଓମ୍ କଲ୍ୟାଣ ମଣ୍ଡପ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଆଇନଜୀବୀ ଆଶିଷ କୁମାର ଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ ଓ ଲେଖକ!-->…
Read More...
Read More...
ଜିଲ୍ଲା ଲେଖକ ପରିଷଦକୁ ପୁନଃରୁଜ୍ଜୀବିତ କରାଯିବା ପାଇଁ ବୈଠକ
ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ଦଶ ବର୍ଷ ହେଲା ସୁପ୍ତ ଅବସ୍ଥାରେ ଥିବା ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦକୁ ପୁନର୍ଗଠନ କରିବାକୁ ଶେଷରେ ଆଗେଇ ଆସିଛନ୍ତି ସହରର ବୁଦ୍ଧିଜୀବୀ ସମୂହ । ଆଡ୍ଭୋକେଟ ସୁଶାନ୍ତ ବାଗଙ୍କ ଆବାହକତ୍ୱରେ ସ୍ଥାନୀୟ ରାଜମିସ୍ତ୍ରୀ ସଂଘ ଅଫିସରେ ଅନୁଷ୍ଠିତ ଏକ ଜରୁରୀ!-->…
Read More...
Read More...
ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସମର କପ୍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ସମରକପ ୨୦୨୬ ବ୍ୟାଡ଼ମିଣ୍ଟନ୍ ପ୍ରତିଯୋଗିତା ତିନିଦିନ ଧରି ଅନୁଷ୍ଠିତ ହେବା ପରେ ଉଦ୍ଯାପିତ ହୋଇଯାଇଛି । ପ୍ରଥମ ତଥା!-->…
Read More...
Read More...
ବିଧାୟକଙ୍କ ନିଜସ୍ୱ ଗ୍ରାମ ରାସ୍ତା ୪ବର୍ଷ ହେଲା ନିର୍ମାଣ ସରୁନି : ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ମରଣଯନ୍ତା ପାଲଟିଥିବା ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ବିଗତ ୪ ବର୍ଷ ହେବ କଇଁଝର-ଗୁଟିଙ୍ଗିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ!-->…
Read More...
Read More...
ବିଶ୍ୱ ଚାମ୍ପିୟନ ତୀରନ୍ଦାଜ ପାୟଲ ନାଗଙ୍କୁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା
ବଲାଙ୍ଗିର, (କେପିଏନ୍ଏସ୍) : ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ପାରା-ତୀରନ୍ଦାଜ ସିରିଜ୍-୨୦୨୬ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଦେଶ ଓ ଓଡ଼ିଶା ମାଟିକୁ ଗୌରବାନ୍ୱିତ କରିଥିବା ଆନ୍ତର୍ଜାତୀୟ କୀର୍ତ୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ପାୟଲ ନାଗଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ!-->…
Read More...
Read More...
ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ସଭା
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାବେରୀ ଭଂଜ ଅଧ୍ୟକ୍ଷତାରେ ଅବସର ଗ୍ରହଣ କରିଥିବା ବରିଷ୍ଠ ଶିକ୍ଷୟିତ୍ରୀ ପ୍ରମିଳା ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ବିବିନା ରାଇସ ମିଲରେ ଅଘଟଣ : ଧାନ ଉବାଉଥିବା ବେଳେ ଶ୍ରମିକ ଗୁରୁତର
ସଇଁତଲା, (କେପିଏନ୍ଏସ୍) : ସଇଁତଲା ଥାନା ଅନ୍ତର୍ଗତ ବିବିନା ସ୍ଥିତ ଶିବା ଏଗ୍ରୋ ରାଇସ୍ ମିଲରେ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଧାନ ଉବାଉଥିବା ସମୟରେ ଜଣେ ଶ୍ରମିକ ଧାନ ବଏଲ ପାଖରେ ଖସିପଡ଼ି ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ଶ୍ରମିକ ଜଣକ ସକୁଳିଆବାହାଲ ଗାଁର କୁଶ ବାଗ!-->…
Read More...
Read More...
ହାପି ମୋମେଣ୍ଟସ ଇଣ୍ଡିଆର ୧୪ତମ ପ୍ରତିଷ୍ଠା ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆର ୧୪ତମ ପ୍ରତିଷ୍ଠା ଦିବସ ଛେଣ୍ଡ ସ୍ଥିତ ରିମ୍ସ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ, ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି!-->…
Read More...
Read More...
ଇସିଏଲଜିଏସ୍ ୫.୦ : ଅଧିକ ପ୍ରୋତ୍ସାହନ ସହ ଏମ୍ଏସ୍ଏମ୍ଇ ଗୁଡ଼ିକର ହେବ ସଶକ୍ତିକରଣ; ତ୍ୱରାନ୍ୱିତ ହେବ ଆର୍ଥିକ ବିକାଶ
ଆସନ୍ତା ୩ ତାରିଖ କଟକରେ ହେବ ଇସିଏଲ୍ଜିଏସ୍ ୫.୦ ଉପରେ ଜନସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, (ପିଆଇବି) : ଆସନ୍ତା ୩ ତାରିଖ, ବୁଧବାର କଟକଠାରେ ଏମଏସଏମଇଗୁଡ଼ିକ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ ୫.୦)କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ!-->!-->!-->…
Read More...
Read More...
ପାଇଖାନା ଟାଙ୍କି ଟ୍ରାଜେଡ଼ି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ ଓ ଅନୁକମ୍ପା ପ୍ରଦାନ
ଅନିଶାର ଉଚ୍ଚ ଶିକ୍ଷା ପାଇଁ ପ୍ରତିଶୃତି
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରର ଗୌଡ଼ କର୍ଲକ୍ଷଖୁଣ୍ଟା ପାଇଖାନା ଟାଙ୍କି ଟ୍ରାଜେଡ଼ି ଘଟଣାଟି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବାବେଳେ ଆଜି ପିସିସି ସଭାପତି ପରିବାର ବର୍ଗଙ୍କୁ ସାକ୍ଷାତ ଓ ଅନୁକମ୍ପା ସହିତ!-->!-->!-->…
Read More...
Read More...