Browsing Category
ଓଡିଶା
ଫାଇଲେରିଆ ନିରାକରଣ ଅଭିଯାନ
ବଲାଙ୍ଗିର, (କେପିଏନ୍ଏସ୍) : ଫାଇଲେରିଆ ନିରାକରଣ ଅଭିଯାନ, ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ୧୦ ଫେବୃୟାରୀ ୨୦୨୬ରୁ ଜିଲ୍ଲାରେ ଆରମ୍ଭ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନର!-->…
Read More...
Read More...
ସହିଦ ମାଧୋ ସିଂ ପରିବାରର ବୀରତ୍ୱର ଗାଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ
ବରଗଡ଼, (ନିରୋଜ କୁମାର ପାଣୀ) : ଦେଶ ମାତୃକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଘେଁସ ଜମିଦାର ମଧୋ ସିଂ ପରିବାରର ବୀରତ୍ୱର ଗାଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ ବୋଲି ବରଗଡ଼ ମହିଳା ସମିତି ଦାବି ଜଣାଇଛି । ସମିତି ପକ୍ଷରୁ ସଭାନେତ୍ରୀ ଅଞ୍ଜନା ଦାସଙ୍କ ନେତୃତ୍ୱରେ ଆଜି ସଦସ୍ୟାଗଣ!-->…
Read More...
Read More...
ପ୍ରଭୁ ନୃସିଂହନାଥଙ୍କ ଲୋକକଥାକୁ ନାଟ୍ୟମଞ୍ଚରେ ଜୀବନ୍ତ କଲା ମାର୍ଜାର କେଶରୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ପୌରାଣିକ ଐତିହ୍ୟ ଓ ଆଦିବାସୀ ଲୋକ ସଂସ୍କୃତିର ଅମୂଲ୍ୟ ସମନ୍ୱୟକୁ ନାଟ୍ୟ ମଞ୍ଚରେ ସଫଳ ଭାବେ ଉପସ୍ଥାପନ କରିଛି ନାଟକ ‘ମାର୍ଜାର କେଶରୀ’ । ପ୍ରଭୁ ନୃସିଂହନାଥଙ୍କ ପୌରାଣିକ ଓ ଲୋକକଥାକୁ ଆଧାର କରି ବରିଷ୍ଠ ନାଟ୍ୟକାର ରାଜକୁମାର ସାହୁଙ୍କ ରଚିତ ଏବଂ!-->…
Read More...
Read More...
ଶଢ଼େଇରୁ ମାଟି : ନଡ଼ିଆ ବର୍ଜ୍ୟକୁ ଅର୍ଥନୈତିକ ଏବଂ ପରିବେଶଗତ ଲାଭରେ ରୂପାନ୍ତରିତ କରୁଛନ୍ତି ଭାରତର ସହରାଞ୍ଚଳ ସଂସ୍ଥା
ଓଡ଼ିଶାର ପୁରୀ, ଉତ୍ତରପ୍ରଦେଶର ବାରାଣସୀ ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ଭଳି ଧାର୍ମିକ କେନ୍ଦ୍ରଗୁଡ଼ିକ ମନ୍ଦିରରୁ ନିର୍ଗତ ନଡ଼ିଆ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ପାଇଁ ସ୍ୱତନ୍ତ୍ର 'ମ୍ୟାଟେରିଆଲ୍ ରିକଭରି ଫାସିଲିଟି' ସ୍ଥାପନ ।ଭୁବନେଶ୍ୱରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ଅଭିନବ!-->…
Read More...
Read More...
‘ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍.…
କ୍ୟାଲେଣ୍ଡରର ବିଷୟ "ଭାରତ@୨୦୨୬: ସେବା, ସୁଶାସନ ଏବଂ ସମୃଦ୍ଧି"ଭାରତ@୨୦୨୬ କ୍ୟାଲେଣ୍ଡର ଦେଶର ରୁପାନ୍ତରଣକୁ ଦର୍ଶାଏ : ସୂଚନା ଏବଂ ପ୍ରସାରଣ ସଚିବ ଶ୍ରୀ ସଞ୍ଜୟ ଜାଜୁ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍.!-->!-->!-->…
Read More...
Read More...
ଘଣ୍ଟାପ୍ରତି ୧୮୦ କି. ମି. ବେଗରେ ସିଆରଏସ୍ ହାଇସ୍ପିଡ୍ ପରୀକ୍ଷଣକୁ ସଫଳତାର ସହ ଶେଷ କରିଛି ବନ୍ଦେ ଭାରତ ସ୍ଲିପର…
୧୬-କୋଚ ବିଶିଷ୍ଟ ଟ୍ରେନରେ ଆରାମଦାୟକ ବର୍ଥ, ଆଧୁନିକ ଶୌଚାଳୟ, ସ୍ୱୟଂଚାଳିତ ଦ୍ୱାର, ଉନ୍ନତ ସସପେନସନ, ସିସିଟିଭି ନିରୀକ୍ଷଣ ଏବଂ ବିଶ୍ୱସ୍ତରୀୟ ଦୂରଗାମୀ ଯାତ୍ରା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ରେଳ ସୁରକ୍ଷା କମିଶନର (ସି.!-->!-->!-->…
Read More...
Read More...
୩ କୋଟିରୁ ଅଧିକ ପଞ୍ଜୀକରଣ ସହ ନୂଆ ରେକର୍ଡ ସ୍ଥାପନ କଲା ପରୀକ୍ଷା ପେ ଚର୍ଚ୍ଚା
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରମୁଖ ପଦକ୍ଷେପ, ପରୀକ୍ଷା ପେ ଚର୍ଚ୍ଚା (ପିପିସି), ଡିସେମ୍ବର ୩୦, ୨୦୨୫ ସୁଦ୍ଧା ଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କଠାରୁ ୩ କୋଟିରୁ ଅଧିକ ପଞ୍ଜୀକରଣ ହାସଲ କରି ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏପରି ବିପୁଳ!-->…
Read More...
Read More...
ଡିଆରଡିଓ ଦ୍ୱାରା କମ୍ ସମୟ ବ୍ୟବଧାନରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଆଜି ଓଡ଼ିଶା ଉପକୂଳରୁ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସମାନ୍ତରାଳ ପରୀକ୍ଷଣ କରିଛି । ଗୋଟିଏ ଲଞ୍ଚର୍ ରୁ ଉଭୟ କ୍ଷେପଣାସ୍ତ୍ରକୁ କମ୍ ସମୟ ବ୍ୟବଧାନରେ ଛଡ଼ା ଯାଇଥିଲା । ପୂର୍ବାହ୍ନ ପ୍ରାୟ 10ଟା 30 ମିନିଟରେ!-->…
Read More...
Read More...
ଓଡ଼ିଶାରେ ଏନଏଚ-326ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ିକରଣକୁ କ୍ୟାବିନେଟ୍ ମଞ୍ଜୁରି
● ଇପିସି ମୋଡରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 1526.21 କୋଟି ଟଙ୍କା● ବର୍ତ୍ତମାନର 2 ଲେନରୁ 2 ଲେନ୍ ଜାତୀୟ ରାଜପଥ 326ର 68.600 କିମିରୁ 311.700 କିମି ପର୍ଯ୍ୟନ୍ତ ସେକ୍ସନକୁ ପେଭଡ୍ ଶୋଲଡର୍ ସହିତ କରାଯିବ ଉନ୍ନତିକରଣ● ଦକ୍ଷିଣ ଓଡ଼ିଶା, ବିଶେଷ କରି ଗଜପତି,!-->…
Read More...
Read More...
ଧାନକିଣାରୁ ବଞ୍ଚିତ ଖଲ୍ଲିକୋଟ ବ୍ଲକ ନାୟିକାଣୀପଲ୍ଲୀ ପଞ୍ଚାୟତର ଚାଷୀକୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ପ୍ରଶାସନ ଧାନକିଣାରୁ ବଞ୍ଚିତ କରିଥିବା ନେଇ ଖଲ୍ଲିକୋଟ ବ୍ଲକ୍ ନାୟିକାଣୀପଲ୍ଲୀ ପଞ୍ଚାୟତର ଚାଷୀକୁଳ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ । ସବୁଆଡେ ଆନନ୍ଦ ଉଲ୍ଲାସର ସହ ଜିରୋ ନାଇଟ୍ ପାଳି ଭୋଜି ଆସର କରି ମନେଇଥିବା ବେଳେ!-->…
Read More...
Read More...