Browsing Category
ଓଡିଶା
ବଲାଙ୍ଗିରରେ ନାରାୟନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ : କୁନିକୁନି ଛାତ୍ରଛାତ୍ରୀଙ୍କ ଡ୍ୟାନ୍ସରେ ଦୁଲୁକିଲା…
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପେଲେସ ଲାଇନ ସ୍ଥିତ ନାରାୟନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପ୍ରିନ୍ସିପାଲ୍ ଦିବ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବାର ଆସୋସିଏସନର ସଭାପତି ବାସୁଦେବ ରଥ ଯୋଗଦାନ!-->…
Read More...
Read More...
ମୁରିବାହାଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ‘ଚା ଖଟିରେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଶନିବାର ହସ୍ପିଟାଲ ଛକ ନିକଟରେ 'ଚା ଖଟିରେ ଚର୍ଚ୍ଚା' ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ଗିରିଧାରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ!-->…
Read More...
Read More...
ବାଙ୍କେଲ ଗ୍ରାମରେ ମଣ୍ଡଳସ୍ତରୀୟ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମର ବଜାର ପ୍ରାଙ୍ଗଣଠାରେ ଜାଗ୍ରତ ହିନ୍ଦୁ ସମାଜ ପକ୍ଷରୁ ବାଙ୍କେଲ ମଣ୍ଡଳସ୍ତରୀୟ ବିରାଟ "ହିନ୍ଦୁ ସମ୍ମିଳନୀ" ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଆଖପାଖ ଅଞ୍ଚଳର ଶତାଧିକ ମାତୃବୃନ୍ଦ,!-->…
Read More...
Read More...
ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଶିକ୍ଷା ହିଁ ସମାଜ ଗଠନର ମୂଳମନ୍ତ୍ର
ମୁରିବାହାଲ, (ଦୁର୍ଗା ନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ!-->!-->!-->…
Read More...
Read More...
ମହାରାଷ୍ଟ୍ରର ଏନଏଚ-୧୬୦ଏର ଘୋଟି – ତ୍ରିମ୍ବକ (ମୋଖାଡା) – ଜବାହର – ମନୋର – ପାଲଘର…
୧୫୪.୬୩୫ କି.ମି. ଲମ୍ବା ସେକ୍ସନରେ ୨-ଲେନ/୪-ଲେନ ସହ ପେଭଡ୍ ସୋଲଡର ବିକାଶ୩୩୨୦.୩୮ କୋଟି ଟଙ୍କା ବ୍ୟୟରେ ମହାରାଷ୍ଟ୍ରର ସଡ଼କ ସଂଯୋଗକୁ ମିଳିବ ନୂତନ ଗତି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ!-->!-->!-->…
Read More...
Read More...
ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର 12 ଜିଲ୍ଲାରେ ୩ଟି ରେଳ ଟ୍ରାକ୍ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍…
• ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କ ପାଖାପାଖି 389 କିଲୋମିଟର ବୃଦ୍ଧି ପାଇବ• ଏହି ପ୍ରକଳ୍ପର ମୋଟ ଆନୁମାନିକ ବ୍ୟୟ ପ୍ରାୟ 18,509 କୋଟି ଟଙ୍କା ଏବଂ ଏହା 2030-31ସୁଦ୍ଧା ସମାପ୍ତ ହେବ।• ନିର୍ମାଣ ସମୟରେ ଏହି ପ୍ରକଳ୍ପ ପ୍ରାୟ 265 ଲକ୍ଷ ମାନବ ଦିବସ ପାଇଁ ସିଧାସଳଖ ନିଯୁକ୍ତି!-->…
Read More...
Read More...
କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଉପରେ ଜାତୀୟ ସମ୍ମିଳନୀ (SHe-Box) ଆୟୋଜିତ
SHe-ବକ୍ସ ଲୋଗୋ, PoSH ସ୍ୱେଚ୍ଛାକୃତ ଅନୁପାଳନ ଚେକଲିଷ୍ଟ, ମିଶନ ଶକ୍ତି ଆପ୍ ସହିତ SHe-ବକ୍ସର ସମନ୍ୱୟ ଏବଂ SHe-ବକ୍ସ ପୋର୍ଟାଲରେ କର୍ମଯୋଗୀ ଭାରତ PoSH ପ୍ରଶିକ୍ଷଣ ଲିଙ୍କର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଜାତୀୟ କର୍ମକ୍ଷେତ୍ର ସୁରକ୍ଷା ଶପଥ ପାଠ!-->…
Read More...
Read More...
ଗୁଜରାଟରେ ଜାତୀୟ ରାଜପଥ – ୫୬ ଚାରି-ଲେନ୍ ଉନ୍ନତିକରଣକୁ କ୍ୟାବିନେଟ୍ ଅନୁମୋଦନ
୪୫୮୩.୬୪ କୋଟି ଟଙ୍କା ପୁଞ୍ଜି ବ୍ୟୟବରାଦ; ଧମାସିଆ–ବିଟାଡା/ମୋଭି ଏବଂ ନସରପୋର–ମାଲୋଥା ସେକ୍ସନ୍ ଉନ୍ନତିଯାତାୟାତ ସୁବିଧା ବୃଦ୍ଧି ସହ ଆଞ୍ଚଳିକ ଆର୍ଥିକ କାର୍ଯ୍ୟକଳାପକୁ ମିଳିବ ନୂତନ ଗତି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ!-->!-->!-->…
Read More...
Read More...
ବଜାର ଆଧାରିତ ସହରୀ ପରିବର୍ତ୍ତନକୁ ଗତିଶୀଳ କରିବା ପାଇଁ 1 ଲକ୍ଷ କୋଟି ଟଙ୍କାର ସହରୀ ଚ୍ୟାଲେଞ୍ଜ ପାଣ୍ଠିକୁ କ୍ୟାବିନେଟ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଗତକାଲି ସହରୀ ଚ୍ୟାଲେଞ୍ଜ ପାଣ୍ଠି (ୟୁସିଏଫ)କୁ ମଞ୍ଜୁର କରିଛନ୍ତି । ଏହା ମୋଟ 1 ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରିବ। ପ୍ରକଳ୍ପ ମୂଲ୍ୟର ସର୍ବନିମ୍ନ 50 ପ୍ରତିଶତ!-->…
Read More...
Read More...
ମେଧାବୀ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଚେଷ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ
"ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳମନ୍ତ୍ର"
ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଥିବା ଭୟ ଓ ଚାପକୁ ଦୂର କରିବା ସହ ସଫଳତାର ସଠିକ ଦିଗ ଦେଖାଇବା ପାଇଁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ 'ପ୍ରଚେଷ୍ଟା'!-->!-->!-->…
Read More...
Read More...