Browsing Category
ଓଡିଶା
ପବିତ୍ର ଶିବ ଚତୁର୍ଦ୍ଦଶୀ ପାଇଁ ବିଭିନ୍ନ ଶିବ ମନ୍ଦିର ଚଳ ଚଞ୍ଚଳ
ଜୟପାଟଣା,(କେପିଏନଏସ): ଜୟପାଟଣା ଓ ଆଖପାଖ ଅଞ୍ଚଳର ଶିବମନ୍ଦିର ପବିତ୍ର ଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଶୈବପୀଠ ମାନଙ୍କରେ ବଡି ଭୋରରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ମଙ୍ଗଳପୁର ଶିବମନ୍ଦିରଠାରେ ଆୟୋଜିତ ଅଷ୍ଟପ୍ରହର ନାମଯଜ୍ଞ ଆକର୍ଷଣର!-->…
Read More...
Read More...
ପ୍ରଥମଥର ପାଇଁ ବିଧାୟକ ପାଣ୍ଠିରୁ ଆବାସ ଗୃହର କାର୍ଯ୍ୟାଦେଶ ପ୍ରଦାନ ।
ବଲାଙ୍ଗୀର,(କେପିଏନଏସ) : ଗରିବ ମୁହଁରେ ଆଜି ହସ ଫୁଟିଲା । ଅନ୍ତୋଦୟ ସ୍ୱପ୍ନ ପୁରଣ ହେଲା ,ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ,ପ୍ରିୟ ଜନନେତା ସର୍ବମାନ୍ୟ ଡ଼ ମୁକେଶ ମହାଲିଙ୍ଗ…ଆଗଲପୁର ବ୍ଲକ ନଅଗାଁ(ଖ) ଠାରେ ସ୍ଥାନୀୟ ଜନତାଙ୍କ ନିକଟକୁ ଯାଇ ପ୍ରଥମ ଥର ପାଇଁ ବିଧାୟକ ପାଣ୍ଠିରୁ ଆବାସ!-->…
Read More...
Read More...
ମାସିକ ରଚନା ସନ୍ଧ୍ୟା
ବଲାଙ୍ଗିର, (କେପିଏନ୍ଏସ୍) : ସ୍ମାର୍ଟ୍ ଫୋନ୍ ପିଲାଙ୍କ ପାଠପଢାରେ ଯେତେ ସହାୟକ ହେଉଛି ତାଠାରୁ ଅଧିକ ସେମାନଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । ଫୋନରେ ଥିବା ବିଭିନ୍ନ ଅନଲାଇନ୍ ଗେମ୍ ଖେଳି ଛାତ୍ରଛାତ୍ରୀ କୁପଥଗାମୀ ହେବା ସହିତ ଅଶ୍ଲୀଳ ଓ ଅପରାଧିକ ଭିଡିଓ ଦେଖି ନିଜେ ଅପରାଧି!-->…
Read More...
Read More...
ଫଲସା ମାଲ ମହଦେଶ୍ୱର ବାବାଙ୍କ ପୀଠରେ ଜାଗର ଯାତ୍ରା ଓ ମହାଶିବରାତ୍ରି
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତର ଫଲସାମାଲ ସ୍ଥିତ ମହଦାଶୁନି ପାହାଡ ଉପରେ ବାବା ମହଦେଶ୍ୱରଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସପ୍ତାହ ବ୍ୟାପୀ ଓଡ଼ିଆ ରାମଚରିତ ମାନସ ପାରାୟଣ ହୋଇଥିଲା । ଏଥିରେ ସୁରେନ୍ଦ୍ର!-->…
Read More...
Read More...
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଏକଦିବସୀୟ ଓଡ଼ିଆ ଭାଷା ସମ୍ପାନ
ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ 'ସାଂପ୍ରତିକ ପରିପ୍ରେକ୍ଷୀରେ ଓଡ଼ିଆ ଲୋକସଂସ୍କୃତି ଓ ମାତୃଭାଷା ପ୍ରସଙ୍ଗ' ଶୀର୍ଷକରେ ଏକଦିବସୀୟ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ!-->…
Read More...
Read More...
ଆଗଲପୁର ପୋଲିସକୁ ସଫଳତା
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ଥାନା ଘୁଚେପାଲି ଡ୍ୟାମ ନିକଟରେ ଘୁଡୁଘୁଡୁ ପଟି ଖେଳ ହେଉଥିଲା, ଖବର ପାଇ ଆଗଲପୁର ଥାନା ପୋଲିସ ଘଟଣା ସ୍ଥଳରେ ଚଢ଼ଉ କରିଥିଲା । ପୋଲିସକୁ ଦେଖି ଜୁଆଡିମାନେ ଫେରାର ମାରି ଥିବାବେଳେ ତିନିଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ଏବଂ ସେମାନଙ୍କ ପାଖରୁ ନଗଦ!-->…
Read More...
Read More...
ପ୍ରେମ ଦିବସରେ ନାରୀ ସମ୍ମାନ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଫେବୃୟାରୀ ୧୪ ବୁଢ଼ାରଜା ୟୁଥ୍ ଏସୋସିଏସନ୍ ପକ୍ଷରୁ ପ୍ରେମ ଦିବସରେ ନାରୀ ସମ୍ମାନ ଉଦ୍ଦେଶ୍ୟରେ ୧୪ ତମ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ. ନୃପରାଜ ସାହୁ!-->…
Read More...
Read More...
ବରଗଡ଼ ଜିଲ୍ଲାରେ ରବିଋତୁରେ ତୈଳଜାତୀୟ ଫସଲ ଚାଷ
ବରଗଡ, (ମୁନ୍ନା ସାହୁ) : ଓଡ଼ିଶାର ଭାତହାଣ୍ଡି ଭାବେ ସୁନାମ ଅର୍ଜନ କରିଥିବା ବରଗଡ଼ ଜିଲ୍ଲାର ଅଣ ଜଳସେଚିତ ବ୍ଲକ ଅମ୍ବାଭାନା ରବିଋତୁରେ ତୈଳଜାତୀୟ ଫସଲ ଚାଷ ପାଇଁ ବେଶ ପରିଚିତ । ଗୋଟିଏ ପଟେ ବିସ୍ତୀର୍ଣ୍ଣ ବାରପାହାଡ଼ ପର୍ବତ ଅନ୍ୟପଟେ ମହାନଦୀ ଏବଂ ହୀରାକୁଦ ରିଜର୍ଭ ଥିଲେ ମଧ୍ୟ ପାଣି!-->…
Read More...
Read More...
ଓମ ଭ୍ୟାଲି ସ୍କୁଲରେ ଅଜା ଆଈ ଜେଜେ ମା’ ଜେଜେ ବାପା ଦିବସ ପାଳିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଫେବୃଆରୀ ୧୪ ତାରିଖ ଶନିବାର ସନ୍ଧ୍ୟା ସମୟରେ ସର୍ଗିଗୁଡା ଠାରେ ଅବସ୍ଥିତ ଥିବା ଓମ ଭ୍ୟାଲି ସ୍କୁଲରେ ଦାଦା ଦାଦି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଜା, ଆଈ, ଦାଦା ଦାଦିଙ୍କୁ ସ୍କୁଲର!-->…
Read More...
Read More...
ଇଙ୍କଫେଷ୍ଟ୍ ୨୦୨୬ ଉଦଘାଟିତ ବହି ପାଠକକୁ ଲେଖକ ସହିତ କଥାକରାଏ ଜୀବନକୁ ସୁନ୍ଦର କରେ : ଜିଲ୍ଲାପାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ରୟାଲ ପଡିଆଠାରେ ଇଙ୍କଫେଷ୍ଟ୍ ୨୦୨୬ ଉଦଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ ଓ ଇଙ୍କଫେଷ୍ଟ୍ ସୁବର୍ଣ୍ଣପୁରର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ସାରସ୍ୱତ ମେଳାକୁ!-->…
Read More...
Read More...