Browsing Category

ଓଡିଶା

ପୁଅ ଝିଅର ବିବାହ ମାନସିକ ପୂରଣ ହେବାରୁ ଦାଦିଜୀ ମନ୍ଦିର ସତୀଧାମ ଟିଟିଲାଗଡ଼କୁ ଆସି ଦର୍ଶନ କଲେ ମୁମ୍ବାଇ ଓ ରାୟଗଡର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଗତ ବର୍ଷ ୨୦୨୦ ମସିହାରେ ମୁମ୍ବାଇର ଏକ ଦମ୍ପତି ଓ ରାୟଗଡ଼ର ଦମ୍ପତି ନିଜର ପୁଅ ଓ ଝିଅର ବିବାହ ଭଲ ପରିବାରରେ ବିବାହ ହେଲେ ଟିଟିଲାଗଡ଼ର ଦାଦିଜୀ ରାଣୀ ସତୀ ମନ୍ଦିରକୁ ଆସି ମା'ଙ୍କୁ ମୁଣ୍ଡିଆ ମାରି ପୁଅ ବୋହୁ/ ଝିଅ ଜ୍ୱଇଁକୁ ଧରି ଦର୍ଶନ କରିବୁ ବୋଲି
Read More...

ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ମୁଖ୍ୟ ଅତିଥି
Read More...

ପଞ୍ଚୁଦଣ୍ଡ ପରିଚାଳନା ସମିତି ତରଫରୁ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା, (ସଞ୍ଜୟକୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମିତିର ମୁଖ୍ୟ ପରିଚାଳକ ରାଜ କିଶୋର ଦାସଙ୍କ ଆବାହକତ୍ୱରେ ଗୋଇବନ୍ଧ ସ୍ଥିତ
Read More...

କେଟେରର୍ସ ଆଣ୍ଡ ଡେକୋରେଟର ଓନର ୱେଲଫେୟାର ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ

ରାଉରକେଲା, (ସସ୍ମିତା ପ୍ରଧାନ) : କେଟେରର୍ସ ଆଣ୍ଡ ଡେକୋରେଟର ଓନର ୱେଲଫେୟାର ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୬ ଶାରଳା ମନ୍ଦିର ଠାରେ ଆୟୋଜିତ ଅନୁଷ୍ଠାନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନିର୍ବାଚନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ
Read More...

ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲରେ ଅଭିଭାବକ ଓ ବିଦ୍ୟାଳୟ ମ୍ୟାନେଜିଂ କମିଟି ମଧ୍ୟରେ ଏକ ଅଭିଭାବକ ସମ୍ମିଳନୀ ତଥା ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ବରିଷ୍ଠ
Read More...

ପୁଇଁତଲା କଂଗ୍ରେସର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ବୁବେଲ ପଂଚାୟତ ବେଲବାହାଲି ଗ୍ରାମ ଅନ୍ତର୍ଗତ ଲକ୍ଷ୍ମୀନଗରରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ
Read More...

ସମଲେଶ୍ଵରୀ ଶିଶୁ ମନ୍ଦିର କୁରୁଲର ପଞ୍ଚମ ବାର୍ଷିକ ଉତ୍ସବ ସମାପ୍ତ

ବଲାଙ୍ଗିର / ପୁଇଁତଲା, (କେପିଏନ୍‌ଏସ୍‌) : ଗତକାଲି ସନ୍ଧ୍ୟା ୮ ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ଅଧିନସ୍ଥ ପୁଇତଲା ବ୍ଲକର ସମଲେଶ୍ଵରୀ ଶିଶୁ ମନ୍ଦିର କୁରୁଲର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଅଧ୍ୟକ୍ଷତାରେ ଏକ
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ
Read More...

ପୁସ୍ତକ ଓ ସାରସ୍ଵତ ମେଳା “ଇଙ୍କଫେଷ୍ଟ”ର ପଞ୍ଚମ ସନ୍ଧ୍ୟା

ଶିଶୁର ସାମଗ୍ରିକ ବିକାଶ ପାଇଁ ଅଭିଭାବକ ପ୍ରଥମେ ନିଜକୁ ଗଢ଼ିବା ଆବଶ୍ୟକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ର‌ୟାଲ ପଡ଼ିଆରେ ଚାଲିଥିବା ପୁସ୍ତକ ଓ ସାରସ୍ୱତ ମେଳା ଇଙ୍କଫେଷ୍ଟ-୨୦୨୬ ପଞ୍ଚମ ସନ୍ଧ୍ୟାରେ ‘ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକତ୍ୱ ଉପରେ ଏକ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଓଡ଼ିଶା ସାହିତ୍ୟ ଅନୁଷ୍ଠାନର ଏକକ ସମ୍ପର୍କ ଅଭିଯାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତୃତୀୟ ଦିବସ ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ଏକକ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ୍ ସାହୁଙ୍କୁ ଏକକ ଅଭିଯାତ୍ରୀ, ଯୁଗଯାତ୍ରୀ ସାହିତ୍ୟ
Read More...