Browsing Category
ଦେଶ ବିଦେଶ
ମୋଟ ୧୦ କୋଟି ପରୀକ୍ଷଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ
● ଶେଷ ୧ କୋଟି ନମୁନା ପରୀକ୍ଷା ମାତ୍ର ୯ ଦିନରେ● ଗତକାଲି ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୪.୫ ଲକ୍ଷ ପରୀକ୍ଷଣ
ନୂଆଦିଲ୍ଲୀ, (ପିଆଇବି) : ଜାନୁୟାରୀ ୨୦୨୦ ଠାରୁ ଭାରତ କୋଭିଡ-୧୯ ନମୁନା ପରୀକ୍ଷଣରେ ଦ୍ରୁତ ଅଭିବୃଦ୍ଧି ଘଟାଇଛି । ଏହି ପରୀକ୍ଷଣ ସଂଖ୍ୟା ଆଜି ୧୦ କୋଟି (୧୦,୦୧,୧୩,୦୮୫)!-->!-->!-->…
Read More...
Read More...
ଦୀର୍ଘ ୩୫ ବର୍ଷ ପରେ ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କଲା ଭାରତ
ନୂଆଦିଲ୍ଲୀ, (ପିଆଇବି) : ଦୀର୍ଘ ୩୫ ବର୍ଷ ପରେ ଭାରତ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ)ର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ଭାରତ ଓ ଆନ୍ତର୍ଜାତିକ ଶ୍ରମ ସଂଗଠନ ମଧ୍ୟରେ ଥିବା ଦୀର୍ଘ ୧୦୦ ବର୍ଷର ସଫଳ ସଂପର୍କରେ ଏହି ନୂଆ ଦାୟିତ୍ୱ ଆଉ ଏକ ଅଧ୍ୟାୟ ଯୋଡିଛି । ଭାରତର ଶ୍ରମ!-->…
Read More...
Read More...
ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ
● ପ୍ରଥମ ଥର ପାଇଁ ଦୁଇ ମାସ ମଧ୍ୟରେ ସକ୍ରିୟ କରୋନା ମାମଲା ୭ ଲକ୍ଷ ତଳେ ରହିଛି● ୨୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ ହଜାରରୁ ତଳେ
ନୂଆଦିଲ୍ଲୀ, (ପିଆଇବି) : କୋଭିଡ ବିରୋଧରେ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଦୁଇ ମାସ (୬୩ ଦିନ)!-->!-->!-->…
Read More...
Read More...
ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ କେନ୍ଦ୍ର ସରକାର ଓଡିଶା ସମେତ ୧୬ଟି ରାଜ୍ୟକୁ ପ୍ରଥମ ଦଫାରେ ଦେଲେ ୬ ହଜାର କୋଟି…
ନୂଆଦିଲ୍ଲୀ, (ପିଆଇବି) : ୨୦୨୦-୨୧ ଅର୍ଥିକ ବର୍ଷରେ ଜିଏସ୍ଟି ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ତାହାର ସମାଧାନ ସୂତ୍ର ବାହାର କରିଛନ୍ତି । ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର!-->…
Read More...
Read More...
ସରକାରଙ୍କ ଦ୍ୱାରା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା : କୋଭିଡ୍ କିମ୍ବା ହିଂସାରେ…
ନୂଆଦିଲ୍ଲୀ : ସରକାରଙ୍କ ଦ୍ୱାରା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଥିବା ସୂଚନା ମିଳିଛି । କରୋନା ମହାମାରୀ ସମୟରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ନିୟୋଜିତ ପୋଲିସ କର୍ମୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳ ଯଦି କରୋନାରେ ଆକ୍ରାନ୍ତ ହୋଇ!-->…
Read More...
Read More...
ଆର୍ମେନିଆ-ଅଜର୍ବେଇଜାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୫ ହଜାର ଲୋକଙ୍କ ପ୍ରାଣ ଗଲାଣି : ବ୍ଲାଦିମିର୍ ପୁତିନ୍
ମସ୍କୋ : ରୁଷ୍ର ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ କହିଛନ୍ତି ଯେ, ଆର୍ମେନିଆ-ଅଜର୍ବେଇଜାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନାଗୋର୍ନୋ-କାରାବାଖ ଅଂଚଳରେ ପାଖାପାଖି ୫ ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଗତକାଲି ଶ୍ରୀ ପୁତିନ୍ ଏକ ବୈଠକରେ କହିଛନ୍ତି ଦୁଇ ପକ୍ଷରୁ ଦୁଇ ହଜାରରୁ!-->…
Read More...
Read More...
କରୋନା ଟୀକା କୋଭାକ୍ସିନକୁ ମିଳିଲା ସବୁଜ ସଙ୍କେତ
ନୂଆଦିଲ୍ଲୀ : କରୋନା ଟୀକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଳିନିକାଲ୍ ଟ୍ରାଏଲ୍ର ଲାଗି ଅନୁମତି ମିଳିଲା । ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ (ଆଇସିଏମ୍ଆର୍)ର ସହଯୋଗରେ ଏହି ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦର ଭାରତୀୟ ବାୟୋଟେକ୍କୁ ତୃତୀୟ ପର୍ଯ୍ୟୟ ପରୀକ୍ଷଣ ପାଇଁ ଅନୁମତି!-->…
Read More...
Read More...
ମୁମ୍ବାଇ : ସପିଙ୍ଗ୍ ମଲ୍ରେ ନିଆଁ
ମୁମ୍ବାଇ : ମୁମ୍ବାଇର ଏକ ସପିଙ୍ଗ୍ ମଲ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ନାଗପଡା ଅଚଂଳରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ଜନିତ ସର୍ଟସାର୍କିଟ ଯୋଗୁଁ ହୋଇଛି ବୋଲି ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ରାତିରୁ ଏପର୍ଯ୍ୟନ୍ତ ନିଆଁ କୁ!-->…
Read More...
Read More...
ବ୍ରାଜିଲ୍ : କରୋନା ଭେକ୍ସିନ୍ ଟ୍ରାଏଲ୍ରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ, ତଥାପି ଜାରି ରହିବ ଟ୍ରାଏଲ୍
ବ୍ରାଜିଲ : ବ୍ରାଜିଲ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି କୁହାଯାଇଛି ଯେ, କୋଭିଡ-୧୯ ଭେକ୍ସିନ୍ର କ୍ଲିନିକାଲ ଟ୍ରାଏଲ୍ ସମୟରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି, ତଥାପି ଜାରି ରହିବ ଟ୍ରାଏଲ୍ । ସୂଚନାଯୋଗ୍ୟ ଯେ, ବ୍ରାଜିଲ୍ରେ ଅକ୍ସଫୋଡ଼୍ର୍ ଦ୍ୱାରା ପ୍ରସ୍ତୁତ କରୋନା!-->…
Read More...
Read More...
କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ତୁରନ୍ତ ବୋନସ୍ ଦେବା ପାଇଁ ଘୋଷଣା
ନୂଆଦିଲ୍ଲୀ : କେନ୍ଦ୍ର ସରକାର ୩୦.୬୭ ଲକ୍ଷ ନନ୍-ଗେଜେଟେଡ୍ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ତୁରନ୍ତ ବୋନସ୍ ଦେବା ପାଇଁ ଘୋଷଣା କରିଛନ୍ତି । ବୋନସ୍ ଅର୍ଥରାଶି ପ୍ରାୟ ୩,୭୩୭ କୋଟି ଟଙ୍କା ଗୋଟିଏ ସପ୍ତାହ ମଧ୍ୟରେ ଜାରି କରାଯିବ ବୋଲି କୁହାଯାଇଛି । ଏହି ବୋନସ୍ ରେଲୱେ, ପୋଷ୍ଟାଲ!-->…
Read More...
Read More...