Browsing Category
ଦେଶ ବିଦେଶ
ଗାଜା ଏବଂ ୱେଷ୍ଟ ବ୍ୟାଙ୍କରେ ଭୟଙ୍କର ଆକ୍ରମଣ, ଇସ୍ରାଏଲରେ ଗୃହଯୁଦ୍ଧର ଆଶଂକା
ଇସ୍ରାଏଲ୍ : ଇସ୍ରାଏଲ୍ ସୈନିକ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ଚାଲିଥିବା ହିଂସାତ୍ମକ ବିବାଦ ବର୍ତ୍ତମାନ ଗାଜା ୱେଷ୍ଟ ବ୍ୟାଙ୍କର ଅଧିକୃତ ଅଞ୍ଚଳରେ ବ୍ୟାପିଛି । ୱେଷ୍ଟ ବ୍ୟାଙ୍କର ବିଭିନ୍ନ ସ୍ଥାନରେ ହିଂସା ଘଟଣାରେ ଅତି କମରେ ୧୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ!-->…
Read More...
Read More...
ପିଏମ୍ କେୟାର୍ସ ପାଣ୍ଠି ଅର୍ଥରେ ଭେଣ୍ଟିଲେଟର ଯୋଗାଣ
ଭୁବନେଶ୍ୱର, (ପିଆଇବି) : ଦକ୍ଷତାର ସହ କୋଭିଡ ପରିଚାଳନା କ୍ଷେତ୍ରରେ ‘ମେଡ ଇନ୍ ଇଣ୍ଡିଆ’ ଭେଣ୍ଟିଲେଟରଗୁଡିକ ଡାକ୍ତରଖାନାଗୁଡିକର ଭିତ୍ତିଭୂମିକୁ ସୁଦୁଢ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । ଆହୁରି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ!-->…
Read More...
Read More...
୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ/ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରି
• ୫୨୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଠାରେ ପରୀକ୍ଷା କରିବ ଏମ/ଏସ୍ ଭାରତ ବାୟୋଟେକ
ନୂଆଦିଲ୍ଲୀ, (ପିଆଇବି) : ଦେଶର ଜାତୀୟ ନିୟନ୍ତ୍ରକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଧ୍ୟାନ ସହକାରେ ପରୀକ୍ଷା କରିବା ପରେ ବିଷୟ ବିଶେଷଜ୍ଞ ସମିତି (ଏସଇସି)ର ସୁପାରିସକୁ ଗ୍ରହଣ!-->!-->!-->…
Read More...
Read More...
ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରୁଛନ୍ତି ବିଭିନ୍ନ ରାଜ୍ୟ
● ଅଭିନବ ପଦକ୍ଷେପ ଜରିଆରେ ସଂକ୍ରମଣକୁ ପ୍ରତିହତ କରିବା ସହ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁ ପ୍ରୟାସ
ନୂଆଦିଲ୍ଲୀ, (ପିଆଇବି) : ଦେଶର ବିଭିନ୍ନ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ମାର୍ଗଦର୍ଶିକା ଜାରି କରାଯାଇଛି।!-->!-->!-->…
Read More...
Read More...
ଅକ୍ସିଜେନ ଓ ଔଷଧର ଉପଲବ୍ଧତା ଏବଂ ଯୋଗାଣର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
• ଔଷଧର ଉତ୍ପାଦନ ବୃଦ୍ଧି ପାଇଁ ଭାରତ ସରକାର ଉତ୍ପାଦନକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହୁଛନ୍ତି ଓ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି• ବିଗତ କିଛି ସପ୍ତାହ ହେଲା ରେମଡେସିଭିର ସମେତ ସମସ୍ତ ଔଷଧର ଉତ୍ପାଦନ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଯାଇଛି• ପ୍ରଥମ ଲହରିର ଶୀର୍ଷ ସଂକ୍ରମଣ!-->…
Read More...
Read More...
କୋଭିଡ କାର୍ଯ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରାରୁ ଦ୍ୱିତୀୟ ମାତ୍ରା ମଧ୍ୟରେ ବ୍ୟବଧାନ…
ନୂଆଦିଲ୍ଲୀ, (ପିଆଇବି) : ଡକ୍ଟର ଏନ.କେ ଆରୋରାଙ୍କ ଅଧ୍ୟକ୍ଷତାରେ କୋଭିଡ୍ କାର୍ୟ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରା ଓ ଦ୍ୱିତୀୟମାତ୍ରା ଦେବାର ବ୍ୟବଧାନ ୧୨ରୁ ୧୬ ସପ୍ତାହ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଦୁଇମାତ୍ରା ମଧ୍ୟରେ ଏହି ବ୍ୟବଧାନ ପୂର୍ବରୁ ଛଅରୁ ଆଠ!-->…
Read More...
Read More...
ଦେଶରେ ୨୪ ଘଂଟା ମଧ୍ୟରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪,୦୦୦ ମୃତ
ନୂଆଦିଲ୍ଳୀ : ଦେଶରେ ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ୨୪ ଘଂଟାରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ଲୋକ ପ୍ରାଣ ହରାଇଛନ୍ତି । ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୩,୪୪,୭୭୬!-->…
Read More...
Read More...
କରୋନାର ଆୟୁର୍ବେଦିକ ଟୀକା ଶୀଘ୍ର ଆସିପାରେ : ଆଇଆଇଟି ଆଲୁମିନି ୩୦୦ କୋଟି ପାଣ୍ଠି ଯୋଗାଡ଼ କଲେ
ମୁମ୍ବାଇ : କାଉନସିଲ୍ ଅଫ୍ ଆଲୁମିନି ଅଫ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦ୍ୱାରା ସ୍ଥାପିତ ମେଗାଲାବ ଆୟୁର୍ବେଦ କୋଭିଡ-୧୯ ଟୀକା ବିକଶିତ କରିବା ପାଇଁ ୩୦୦ କୋଟି ଟଙ୍କାର ପ୍ରାରମ୍ଭିକ ପାଣ୍ଠି ସଂଗ୍ରହ କରିଛି । କୁହାଯାଇଛି ଯେ, ଏହି ଟୀକା ଦୁଇଟି ମାତ୍ରାରେ ଦିଆଯିବ!-->…
Read More...
Read More...
ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚିଲା
ନୂଆଦିଲ୍ଲୀ : କରୋନା ସ୍ଥିତିକୁ ଦୃଷ୍ଟିରେ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚାଯାଇଛି । ତେବେ ୟୁପିଏସ୍ସି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପୂର୍ବରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ଜୁନ୍ ୨୭ ହେବାର ଥିଲା । ଏବେ ଏହାକୁ ଅକ୍ଟୋବର ୧୦କୁ!-->…
Read More...
Read More...
ଡିଆରଡିଓ ଦ୍ଵାରା ବିକଶିତ SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟକୁ ପିଏମ କେୟାର୍ସର…
ନୂଆଦିଲ୍ଲୀ, (ପିଆଇବି) : ପିଏମ କେୟାର୍ସପାଣ୍ଠିରୁ ୩୨୨.୫ କୋଟି ଟଙ୍କା ବିନିମୟରେପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ଵାରା ବିକଶିତ ‘ଅକ୍ସିକେୟାର’ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟ ପ୍ରସ୍ତାବକୁ ଆବଶ୍ୟକ ଅନୁମୋଦନ ମିଳିଛି।ଅକ୍ସିକେୟାର ହେଉଛି ଏକ SpO2 ଆଧାରିତ!-->…
Read More...
Read More...