Browsing Category
ଦେଶ ବିଦେଶ
ମ୍ୟୁକୋମାୟୋସିସ ମୁକାବିଲା ପାଇଁ ଆମ୍ଫୋଟେରିସିନ-ବି ଉତ୍ପାଦନ ବଢାଇବା ନିମନ୍ତେ ସରକାରଙ୍କ ପଦକ୍ଷେପ
ନୂଆଦିଲ୍ଲୀ, (ପିଆଇବି) : କୋଭିଡ ପରବର୍ତ୍ତୀ ଜଟିଳତା ମ୍ୟୁକୋମାୟୋସିସ ପୀଡିତଙ୍କୁ ଡାକ୍ତରମାନେ ଆମ୍ଫୋଟେରିସିନ-ବି ଔଷଧ ଖାଇବାକୁ ପରାମର୍ଶ ଦେଉଥିବାରୁ କିଛି ରାଜ୍ୟରେ ଏହାର ଆବଶ୍ୟକତା ସୃଷ୍ଟି ହୋଇଛି । ତେଣୁ ଏହି ଔଷଧର ଉତ୍ପାଦନ ବଢାଇବା ପାଇଁ ଭାରତ ସରକାର ଉତ୍ପାଦକମାନଙ୍କ ସହ ଆଲୋଚନା!-->…
Read More...
Read More...
ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା “ଜାତୀୟ ଆଡଭାନ୍ସଡ଼ କେମିଷ୍ଟ୍ରୀ ସେଲ୍ ବ୍ୟାଟେରୀ ଷ୍ଟୋରେଜ୍”କୁ କ୍ୟାବିନେଟର…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରୀ ଶିଳ୍ପ ବିଭାଗ ପକ୍ଷରୁ ଆଗତ - ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା “ଜାତୀୟ ଆଡଭାନ୍ସଡ଼ କେମିଷ୍ଟ୍ରୀ ସେଲ୍ (ଏସିସି) ବ୍ୟାଟେରୀ ଷ୍ଟୋରେଜ୍”ଯୋଜନାକୁ କାର୍ୟ୍ୟକାରୀ!-->…
Read More...
Read More...
ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକୃତ B.1.617 ସହିତ “ଭାରତୀୟ ଭାରିଆଣ୍ଟ” ଶବ୍ଦ ଯୋଡ଼ି ନାହିଁ ଡବ୍ଲୁଏଚଓ
ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ B.1.617କୁ ଏକ ବିଶ୍ୱସ୍ତରୀୟ ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକୃତ କରାଯାଇଛି। ଏଥିମଧ୍ୟରୁ କେତେକ ରିପୋର୍ଟରେ B.1.617 ଭାରିଆଣ୍ଟ ବିଷୟରେ ଉଲ୍ଲେଖ କରାଯାଇ!-->…
Read More...
Read More...
ଆନ୍ତର୍ଜାତିକ ନର୍ସ ଦିବସରେ ନର୍ସିଂ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ନର୍ସ ଦିବସରେ ନର୍ସିଂ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏକ ଟ୍ଵିଟ୍ ମାଦ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ନର୍ସ ଦିବସ ହେଉଛି କୋଭିଡ-୧୯ ଲଢେଇର ଆଗ ଧାଡିରେ ଥିବା ଆମର ପରିଶ୍ରମୀ!-->…
Read More...
Read More...
ଦେଶରେ କୋଭିଡ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ
● ଭୂତାଣୁ ବିରୋଧରେ ପ୍ରଭାବୀ ପ୍ରତିରୋଧକ କ୍ଷମତା ସୃଷ୍ଟି ନିମନ୍ତେ ଟିକାର ଦ୍ୱିତୀୟ ଡୋଜକୁ ପ୍ରାଥମିକତା ଦିଆଯିବା ଉଚିତ● ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଟିକା ନଷ୍ଟ ମାତ୍ରା ସଂକୁଚିତ ହେବା ଆବଶ୍ୟକ● ଅକ୍ସିଜେନର ଯଥାର୍ଥ ବ୍ୟବହାର ହେବା ଉଚିତ● ଗ୍ରାମାଞ୍ଚଳରେ କୋଭିଡ କେୟାର!-->…
Read More...
Read More...
ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ : ୪୧୨୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ତଥାପି କରୋନା ସଂକ୍ରମଣର ହାର ଅସଂଭାଳ ସ୍ଥିତିରୁ ଓହରି ନାହିିଁ । ଏବେ ବି କରୋନା ସଂକ୍ରମଣରେ ଲୋକେ ତ୍ରାହି ତ୍ରାହି ଡ଼ାକୁଛନ୍ତି । କରୋନା ସଂକ୍ରମଣ କ୍ଷେତ୍ରରେ ଦୁଇ ଦିନ ହ୍ରାସ ପରେ, ପୁଣି ଥରେ ଆଜି ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୨,୭୨୭ ନୂଆ କରୋନା!-->…
Read More...
Read More...
କରୋନାର ତୃତୀୟ ତରଙ୍ଗରେ ପିଲାମାନଙ୍କୁ ବଞ୍ଚାଇବା ପାଇଁ ପିତାମାତାମାନେ ଟୀକା ନେବା ଆବଶ୍ୟକ : ସଜାଗ ହେବା ଆବଶ୍ୟକ
ନୂଆଦିଲ୍ଲୀ : କୋଭିଡ -୧୯ର ଦ୍ୱିତୀୟ ତରଙ୍ଗ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଭାଙ୍ଗିଛି । ପ୍ରଥମ ତରଙ୍ଗ ଅଧିକାଂଶ ବୟସ୍କଙ୍କୁ ମୃତ୍ୟୁ ଦେଇଥିଲା । ଦ୍ୱିତୀୟ ତରଙ୍ଗରେ ଯୁବକମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ରିପୋର୍ଟ କରାଯାଉଛି । ଏହି ସମୟରେ, ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି!-->…
Read More...
Read More...
ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ପୁଣି ୩୨୯ରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ : ୧୮,୧୨୫ ନୂଆ ଆକ୍ରାନ୍ତ ଚିହ୍ନଟ
ଲଖ୍ନଉ : ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୨୫ ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ଏବଂ କୋଭିଡ -୧୯ ସଂକ୍ରମଣ ହେତୁ ୩୨୯ ଜଣଙ୍କର ମୃତ୍ୟୁ ଘଟିଛି । ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ବୁଧବାର କହିଛନ୍ତି!-->…
Read More...
Read More...
ଅମ୍ଳଜାନର ଅଭାବ : ଡାକ୍ତରଖାନାରେ ଚାରି ଘଣ୍ଟା ମଧ୍ୟରେ ୨୬ ଜଣଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା
ପାନଜୀ : ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱଜିତ ରାଣେ ମଙ୍ଗଳବାର କହିଛନ୍ତି ଯେ, ସରକାରୀ ଗୋଆ ମେଡିକାଲ କଲେଜ ଏବଂ ହସପିଟାଲ (ଜିଏମଏଚ୍ସି)ରେ କରୋନା ଭୂତାଣୁ ସଂକ୍ରମଣରେ ୨୬ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ଏବଂ ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ହାଇକୋର୍ଟଙ୍କ ତଦନ୍ତ ଦାବୀ କରିଛନ୍ତି । ସେ!-->…
Read More...
Read More...
ବିଶ୍ୱର ସର୍ବାଧିକ ଟୀକାକରଣ ଦେଶ ସେଚେଲ୍ସରେ କରୋନା ସଂକ୍ରମଣ ଦ୍ୱିଗୁଣିତ ହେଲା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁସଂଧାନ…
ସେଚେଲ୍ସ : ବିଶ୍ୱର ସର୍ବବୃହତ କରୋନା ଟୀକା ପ୍ରୟୋଗ କରିଥିବା ଆଫ୍ରିକୀୟ ଦେଶ ସେଚେଲ୍ସରେ ମେ ୭ରେ ଶେଷ ହୋଇଥିବା ସପ୍ତାହରେ ହଠାତ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ସେଚେଲ୍ସର ଏହି ଭୟାନକ ପରିସଂଖ୍ୟାନ କୋଭିଡ -୧୯ ଟୀକା ପୃଥିବୀର କେତେକ ସ୍ଥାନରେ କରୋନା ଭୂତାଣୁ ନଷ୍ଟ!-->…
Read More...
Read More...